VASTU

କେଉଁ ଲୋକଙ୍କୁ ଘରୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ? ଜାଣନ୍ତୁ

ଆମେ ସମସ୍ତେ ଜାଣିଛୁ ଦାନ କରିବା ମହାପୁର୍ଣ ଅଟେ। ଧର୍ମଶାସ୍ତ୍ରରେ ଏହାର ଅନେକ ମହତ୍ୱ ରହିଛି। ସବୁ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ଅନୁସାରେ ଦାନ କରିବା ଉଚିତ। କାହାକୁ କଣ ଦାନ କଲେ ପୁର୍ଣ୍ୟ ମିଳିଥାଏ?

ଜାଣନ୍ତୁ ସେ ସମ୍ପର୍କରେ-

  • କିନ୍ନର ମାନଙ୍କୁ କେବେ ଖାଲି ହାତରେ ଫେରେଇବା ଉଚିତ ନୁହେଁ। ସେମାନଙ୍କର ଆଶୀର୍ବାଦ ସବୁବେଳେ ଫଳପ୍ରଦ ହୋଇଥାଏ।
  • ରୋଗୀକୁ ସବୁବେଳେ କିଛି ଖାଇବା ସହ ଔଷଧ ଦାନ କଲେ ପରିବାରର ମଙ୍ଗଳ ହୁଏ।
  • ଯଦି ଭୁଲରେ କେବେ ଘରୁ ବୁଢା ଲୋକକୁ ଫେରେଇ ଦେଉଥିବେ ତେବେ କୁହାଯାଏ ଏହା ଗୁରୁଙ୍କ ଅଭିଶାପ ସଙ୍ଗେ ସମାନ ତେବେ ବୁଢା ଲୋକକୁ କେବେ ଖାଲି ହାତରେ ଘରୁ ଫେରେଇବା ଉଚିତ ନୁହେଁ ।
  • ଘରୁ କେଉଁ ବି ଭିକାରୀଙ୍କୁ ଖାଲି ହାତରେ କେବେ ଫେରେଇ ଦେବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ଘରେ ଦରିଦ୍ରତା ବଢିଥାଏ।
  • କୌଣସି ଭୋକିଲା ଲୋକଙ୍କୁ ଆହାର ଦେବା ସବୁଠାରୁ ବଡ ପୂଣ୍ୟ ହୋଇଥାଏ। ତେବେ କୌଣସି ଭୋକିଲା ଲୋକଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ।

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

ENO Beuro

ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ! ଜାଣନ୍ତୁ

ENO Beuro

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗର ପର୍ସ ଶୁଭ 

ENO Beuro

Leave a Comment