• Home
  • Entertainment
  • ୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି  ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ
Entertainment

୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି  ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ

 କରନଙ୍କର ୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି

ଛୋଟ ପରଦାର ପପୁଲାର ସୋ ‘ଦିଲ୍‌ ମିଲ୍‌ ଗୟେ’ ରେ ନଜର ଆସିଥିବା କରନ ରବିବାର ସକାଳ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ହିଟ୍‌ ଶୋ ‘ଦିଲ୍‌ ମିଲ୍‌ ଗୟେ’ର ଜିଗ୍ନେଶ ଚରିତ୍ରରେ ଅଭିନୟ କରିଥିଲେ । କରନଙ୍କର ୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି ।

ପରିବାରବର୍ଗଙ୍କ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ଅଭିନେତା କାରଣଙ୍କ ମୃତୁ ଶୋଇଥିବା ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି  ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ karan

ପଢନ୍ତୁ ;

ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ

Related posts

ଖଣ୍ଡଗିରିରେ ଯାତ୍ରାର ମହାସମର ! ଲାଇଟ ସାଉଣ୍ଡ ଓ ମ୍ୟୁଜିକରେ କମ୍ଫୁଛି ଯାତ୍ରା ପେଣ୍ଡାଲ୍

Krishna Kumar Manoj

ଇଏ ହେଉଛନ୍ତି ସୁନ୍ଦରଗଡର ସଲମାନ ଖାନ

Krishna Kumar Manoj

Dont’ Worry – A New Comedy Show Coming Very Soon To Entertain You

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More