Loading...

କୋଭିଡର କେବେ ବି ଅନ୍ତ ହେବ ନାହିଁ

କୋଭିଡର କେବେ ବି ଅନ୍ତ ହେବ ନାହିଁ

ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ।

ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ। ଭାଇରସର ଗୋଟିଏ ପରେ ଗୋଟିଏ ଭ୍ୟାରିଏଣ୍ଟ ଆସିବ। କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ। ଆଲଫା ପରେ ଡେଲଟା ଓ ତାର ସବ ଭ୍ୟାରିଏଣ୍ଟ ଆସିଲା ତା ପରେ ଓମିକ୍ରନ ଏବଂ ତାର ସବ ଭ୍ୟାରିଏଣ୍ଟ ଆସିଛି। ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭ୍ୟାରିଏଣ୍ଟ ଥିବ ଆମେ ଜାଣି ନଥିବା। ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭ୍ୟାରିଏଣ୍ଟ ଆସିପାରେ। ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.