Entertainment

ଆଜି ଓଡିଶା ଆସୁଛନ୍ତି ଦିଶା ପଟାନୀ

disha

ଏସପ୍ଲାନେଡରେ ଖୋଲିବାକୁ ଥିବା ମାର୍କ୍ସ ଆଣ୍ଡ ସେନ୍ସରର ପ୍ରଥମ ଷ୍ଟୋର ଉଦଘାଟନରେ ଯୋଗ ଦେବେ ଦିଶା ପଟାନୀ। ଏନେଇ ଦିଶା ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟକରି ଭୁବନେଶ୍ଵରକୁ ସମ୍ଭୋଧନ କରି କହିଛନ୍ତି ଯେ ମୁଁ ଆପଣଙ୍କ ସହରକୁ ଯାଉଛି। ତେଣୁ ମତେ ଭେଟିବାକୁ ଆପଣମାନେ ଆଜି ସନ୍ଧ୍ୟାରେ ସେଠାକୁ ଆସିବେ।

disha

ଦିଶାଙ୍କର ଏହି ଟ୍ଵିଟକୁ ବହୁତ ଲୋକ ଦେଖିସାରିଲେଣି। ତେଲଗୁ ଫିଲ୍ମ ଲୋଫର ମାଧ୍ୟମରେ ନିଜର କ୍ଯାରିୟର ଆରମ୍ଭ କରିଥିବା ଦିଶା ଏମଏସ ଧୋନୀ ମାଧ୍ୟମରେ ବଲିଓଡରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ ବାଗୀ-୨ରେ ନିଜର ଅଭିନୟରେ ଯାଦୁ ଦେଖାଇ ପ୍ରଶଂସା ସାଉଣ୍ଟି ପାରିଥିଲେ।

 

ପଢନ୍ତୁ; ରାଜଧାନୀରେ ଫାଷ୍ଟଫୁଡ ଦୋକାନୀଙ୍କୁ ଗୁଳିମାଡ

Related posts

ଚୀନରେ ରିଲିଜ ହେବ “ସୁଲ୍‌ତାନ”,ଗୋଟିଏ ଦିନରେ ଚାଲିବ ୪୦ ହଜାର ସୋ

ENO Beuro

ଗତ ୬ ବର୍ଷରୁ ଆଇପିଏଲରେ ବେଟିଂ ଲଗାଉଥିବା କଥାକୁ ସ୍ଵୀକାର କଲେ ଅରବାଜ୍ ଖାନ୍

ENO Beuro

୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

ENO Beuro

Leave a Comment