ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଗତ ୧୮ ତାରିଖ ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟିଥିଲା । ଅକ୍ଷୟ କବାଟ ବନ୍ଦ କରି ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା ।
ଗତ ୧୮ ତାରିଖ ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟିଥିଲା । ଅକ୍ଷୟ କବାଟ ବନ୍ଦ କରି ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡିଜେଙ୍କ ମୃତ୍ୟକୁ ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ।ତେବେ ଆସିଛି DJ Azexଙ୍କର ପୋଷ୍ଟ ମର୍ଟମ ରିପୋର୍ଟ,ରିପୋର୍ଟରୁ ସେ ସୁଇସାଇଡ କରିଥିବା ସ୍ପଷ୍ଟ ହୋଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେପଟେ ଆଜେକ୍ସଙ୍କ ବାନ୍ଧବୀଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଆଜେକ୍ସଙ୍କ ମାଆ ଓ ବନ୍ଧୁ ।
ଖାରବେଳନଗର ଥାନା ପୁଲିସ ଆଜି ତଥାକଥିତ ପ୍ରେମିକା ତଥା ଡାକ୍ତରୀ ଛାତ୍ରୀଙ୍କୁ ଜେରା କରିଛି। ଇନ୍ଫୋଭ୍ୟାଲି ଥାନା ଯାଁଳା ଅଞ୍ଚଳରେ ଥିବା ଯୁବତୀଙ୍କ ଘରେ ଆଜି ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କୁ ଜେରା କରିଛନ୍ତି। ଜେରା ବେଳେ ଯୁବତୀଜଣଙ୍କ ଆଜେକ୍ସଙ୍କ ସହ ସମ୍ପର୍କରେ ଥିବା ସ୍ବୀକାର କରିବା ସହ ତାଙ୍କ ଚରିତ୍ର ବାବଦରେ ଭିନ୍ନ ଚିତ୍ର ଆଙ୍କିଥିବା ଜଣାପଡ଼ିଛି। ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବାରୁ ସେ ଆଜେକ୍ସଙ୍କଠାରୁ ଦୂରେଇ ଯାଇଥିବା ବେଳେ ଆଜେକ୍ସ ତାଙ୍କ ପିଛା ଛାଡ଼ୁନଥିଲେ ଏବଂ ତାଙ୍କୁ ବିଭିନ୍ନ ବାଟରେ ହଇରାଣ କରୁଥିଲେ ବୋଲି ଯୁବତୀ ପାଲଟା ଅଭିଯୋଗ କରିଛନ୍ତି। ଜେରା ପରେ ପୁଲିସ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ଉଭୟ ଆଜେକ୍ସ ଓ ଡାକ୍ତରୀ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ସାଇବର ପୁଲିସକୁ ଯାଞ୍ଚ କରିବା ଲାଗି ଦିଆଯାଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।