ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଡିଜେ ଆଜେକ୍ସ(DJ Azex) ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ତିନି ଯୁବତୀ ଏସବୁ ଜାଣିବା ପରେ ହ୍ୱାଟ୍ସଆପ୍(WhatsApp)ରେ ଏକ ଗ୍ରୁପ୍ ଖୋଲିଥିଲେ। ଏନେଇ ସୂଚନାଦେଇଛନ୍ତି ସାଇବର ଏକ୍ସପର୍ଟ।

ସାଇବର ଏକ୍ସପର୍ଟଙ୍କ କହିବାନୁଯାୟୀ, ଏକାସମୟରେ ତିନି ଜଣଙ୍କୁ ପ୍ରେମ ଜାଲରେ ଫସାଇ ଅକ୍ଷୟ। eଏସବୁ ଜାଣିବାପରେ ଉକ୍ତ ତିନିଜଣ ଝିଅ ହ୍ୱାଟ୍ସଆପ୍(WhatsApp)ରେ ଏକ ଗ୍ରୁପ୍ ଖୋଲିଥିଲେ। ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, ସେସମ୍ପର୍କରେ ସେମାନେ କଥା ହେଉଥିଲେ।ଆଜେକ୍ସଙ୍କ ମୁଖା ଖୋଲିବାକୁ ୩ ଯୁବତୀ ଏକାଠି ହୋଇଥିଲେ ଓ ଏମାନେ ଆଜେକ୍ସଙ୍କୁ ଏକ୍ସପୋଜ୍ କରିବାକୁ ହ୍ୱାଟ୍ସଆପ୍ରେ ଏହି ଗ୍ରୁପ୍ କରିଥିଲେ।ଏସମ୍ପର୍କରେ ପୋଲିସ୍ ସୁରାକ ପାଇବା ପରେ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା ପାଇଁ ପୋଲିସ୍ ଯୋଜନା ଚଳାଇଛି। ଖୁବ୍ଶୀଘ୍ର ବାକି ୨ ଯୁବତୀଙ୍କୁ ଖାରବେଳନଗର ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।