VASTU

ମାର୍ଗଶୀର ମାସରେ କେଉଁ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ଜାଣନ୍ତୁ?

maa laxmi

ହିନ୍ଦୁ ପଞ୍ଚି ଅନୁସାରେ ନବମ ମାସ ହେଉଛି ମାର୍ଗଶୀର। ଏହି ମାସରେ ଘରେ ଘରେ ମା ଲକ୍ଷ୍ମୀକୁ ପୂଜା କରାଯାଇଥାଏ। ଏହି ମାସରେ କଶ୍ୟପ ଋଷି କାଶ୍ମୀରର ରଚନା କରିଥିଲେ । ଏହି ମାସ ଜପ, ତପ ଏବଂ ଧ୍ୟାନ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଏହି ମାର୍ଗଶୀର ମାସ ୨୪ ନଭେମ୍ବରରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ରହିବ।

ଏହି ମାସରେ କେଉଁ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

ଏହି ମାସରେ ପ୍ରତିଦିନ ଗୀତା  ଅଧୟନ  କରନ୍ତୁ ଏବଂ ଏହାସହ ଭଗବାନ କୃଷ୍ଣଙ୍କ ଉପାସନା କରନ୍ତୁ।

ତୁଳସୀ ପତ୍ର ଭୋଗ ଲଗାନ୍ତୁ ଏବଂ ଏହାକୁ ପ୍ରସାଦ ରୂପେ ପାଆନ୍ତୁ ।‘‘ଓଁ ନମୋ ଭଗବତେ ବାସୁଦେବାୟ’’ ଜପ କରନ୍ତୁ ।

maa laxmi

ମନେ ରଖନ୍ତୁ ଏହି ମାସରେ ଜୀରା ସେବନ କରିବା ଅନୁଚିତ୍ ।

ଏହି ମାସରେ ସନ୍ତାନ ପ୍ରାପ୍ତି ପାଇଁ ବରଦାନ ବହୁତ ସହଜରେ ମିଳିଥାଏ ।

ଏହା ସହ ଚନ୍ଦ୍ରମାଙ୍କ ଠାରୁ ଅମୃତ ତତ୍ବ ପ୍ରାପ୍ତି ହୋଇଥାଏ ।

ପଢନ୍ତୁ; ବିଶିଷ୍ଟ କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ଦେହାନ୍ତ

Related posts

ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!

ENO Beuro

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗର ପର୍ସ ଶୁଭ 

ENO Beuro

ଚାଣକ୍ୟ ନୀତି ଅନୁସାରେ କୌଣସି ନୂଆ ଘରେ ରହିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ!

ENO Beuro

Leave a Comment