VASTU

ଜାଣନ୍ତୁ କେଉଁ ବ୍ରତ କରିବାଦ୍ଵାରା ପୂର୍ଣ ହୋଇଥାଏ ମନୋସ୍କାମନା ?

ବୈଜ୍ଞାନିକ ମତ ଅନୁଯାୟୀ ବ୍ରତ କରିବା ଦ୍ଵାରା ଶରୀର ସୁସ୍ଥ ରହେ ଏବଂ ଆଧ୍ୟତ୍ମିକ ରୂପେ ବ୍ରତ କରିବା ଦ୍ଵାରା ମନ ଓ ଆତ୍ମା ନିୟନ୍ତ୍ରିତ ରହିଥାଏ। ଯେପରି ଅଲଗା ପୂଜା ପାଇଁ ଅଲଗା ବ୍ରତ ରହିଛି, ସେହିପରି ପ୍ରତି ମନୋସ୍କାମନା ପୂରଣ ପାଇଁ ମଧ୍ୟ ଅଲଗା ବ୍ରତ ରହିଛି ।

ତେବେ ଆସନ୍ତୁ ଜାଣିବା କେଉଁ ବ୍ରତ କରିବାଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ-

  • ପୂର୍ଣ୍ଣିମା ବା ଅମବ୍ୟାସ ବ୍ରତ କରିବା  ଦ୍ଵାରା ଦୁଶ୍ଚିନ୍ତା ଦୂର ହୁଏ । ନବରାତ୍ରି ବ୍ରତ କରିବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଦ୍ଧି ହେବା ସହ ବର୍ଷ ବର୍ଷ ଧରି ସୁସ୍ଥ ରହିବେ।
  • ଧନ ଓ ସମୃଦ୍ଧି ପ୍ରାପ୍ତି ପାଇଁ ଶୁକ୍ରବାର ବ୍ରତ ରଖିବା ସହ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହା ସହ ଏହି ଦିନ ଧଳା ରଙ୍ଗର ଖାଦ୍ୟ ପଦର୍ଥ ଗ୍ରହଣ କରିବା ସହ ଲୁଣ ଓ ଖଟା ଖାଆନ୍ତୁ।
  • ମନପସନ୍ଦ ଜୀବନ ସାଥୀଙ୍କ ପାଇଁ ସୋମବାର ଦିନ ବ୍ରତ ରଖିବା ସହ ଶିବ ଓ ପାର୍ବତୀଙ୍କୁ ପୂଜା କରନ୍ତୁ । ଶିବ ଲିଙ୍ଗ ଉପରେ ବେଲ ପତ୍ର ତଥା ଜଳ ଅର୍ପିତ କରିବା ସହ ପାର୍ବତୀ ମଙ୍ଗଳ ପାଠ କରନ୍ତୁ।
  • ଅନ୍ୟ ସମସ୍ତ ମନୋସ୍କାମନ ପୂରଣ କରିବା ପାଇଁ ଏକାଦଶୀ ବ୍ରତ କରିବା ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ । ଏହା ସହ ବିଷ୍ଣୁ ସହସ୍ରନାମ ଓ ଶ୍ରୀମଦ୍ ଭଗବତ ପାଠ କରନ୍ତୁ।
  • ବ୍ରତଗୁଡିକ ମଧ୍ୟରୁ ସବୁଠୁଁ ଗୁରୁତ୍ଵପୂର୍ଣ୍ଣ ବ୍ରତ ହେଉଛି ଏକାଦଶୀ, ପୂର୍ଣ୍ଣିମା, ଅମବ୍ୟାସ ଏବଂ ନବରାତ୍ରି । ଏକାଦଶୀ ବ୍ରତ କରିବା ଦ୍ବାରା ମନରେ ସ୍ଥିରତା ଆସିଥାଏ । ଏହା ସହ ଧନ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ।

ପଢନ୍ତୁ;

କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଜଗନ୍ନାଥ ମନ୍ଦିର ସମ୍ପର୍କରେ ରହିଛି କିଛି ରହସ୍ୟମୟ ତଥ୍ୟ ! ଜାଣନ୍ତୁ

Related posts

ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ

ENO Beuro

ଭୁଲରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ହୋଇପାରେ ଅଶୁଭ

ENO Beuro

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More