VASTU

ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ!

ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂର୍ଣ୍ଣଆକାରରେ ଦେଖାଯାଏ। ଚନ୍ଦ୍ର ମନୁଷ୍ୟର ମନ,ମସ୍ତିଷ୍କ, ଚିନ୍ତାଧାରାକୁ ପ୍ରଭାବିତ କରେ। ତେଣୁ ଏହିଦିନରେ ଭଲ କାମ କରିବା ଉଚିତ। ଯଦି ଆପଣଙ୍କର ଜୀବନରେ କିଛି ସମସ୍ୟା ଅଛି ତାହେଲେ ଏହି ପୂର୍ଣ୍ଣିମାରେ ଏମିତି କିଛି କାମ କରନ୍ତୁ, ଯାହା ଦ୍ଵାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ।

ଧନ ସଞ୍ଚୟ କରିବାର ଉପାୟ-ମହାଲକ୍ଷ୍ମୀଙ୍କର କୃପା ସବୁ ପୂର୍ଣ୍ଣିମା ଦିନ ସୂର୍ଯ୍ୟ ଉଦୟ ହେଲା ପରେ ହୁଏ। ଏହି ଦିନ ମହାଲକ୍ଷ୍ମୀଙ୍କୁ ମିଠାର ଭୋଗ ଲଗାନ୍ତୁ। ଏହା ସହିତ ଖିରୀ ତିଆରି କରି ମହାଲକ୍ଷ୍ମୀଙ୍କୁ ଭୋଗ ଦିଅନ୍ତୁ ।ଏହି ପ୍ରସାଦକୁ ଛୋଟ ପିଲାଙ୍କୁ ଦାନକରନ୍ତୁ ।ଏହା ଦ୍ୱାରା ଘରର ଧନ ସଞ୍ଚୟ ହୁଏ।

ଆର୍ଥୀକ ସମସ୍ୟା- ଯଦି ଆପଣ ପଇସା କାରବାରରେ ସମସ୍ୟା ଅଛି ଓ ଆପଣଙ୍କର କରଜ ଵୃଦ୍ଧି ପାଉଛି। ତାହେଲେ ଆପଣ ପୂର୍ଣ୍ଣିମା ଦିନ ଶିବ ଲିଙ୍ଗରେ କଞ୍ଚା କ୍ଷୀର , ବେଲପତ୍ର , ଫୁଲ , ଫଳ ଅର୍ପଣ କରନ୍ତୁ। କେଶର ଓ ଧଳା ଚନ୍ଦନରେ ଶିବଙ୍କୁ ଲଗାନ୍ତୁ। ଆପଣଙ୍କୁ ସମସ୍ତ କରଜରୁ ମୁକ୍ତି ମିଳିବ। ଆର୍ଥୀକ ପ୍ରଗତି ହେବ।

ମନେ ରଖନ୍ତୁ-

  • ପ୍ରତ୍ୟେକ ପୂର୍ଣ୍ଣିମା ଦିନ ନିଜ ଘର ଆଗରେ ଓଁ ଲେଖନ୍ତୁ। ଏହା ଦ୍ୱାରା ଘରର ଆର୍ଥୀକ ସମସ୍ୟା ଦୂର ହୁଏ।
  • ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଆମିଷ ଖାଦ୍ୟ ଖାନ୍ତୁ ନାହିଁ। ଏହା ସହିତ ମଦ , ଖରାପ ଜିନିଷ ପାନ କରନ୍ତୁ ନାହିଁ।
  • ପ୍ରତ୍ୟେକ ପୂର୍ଣ୍ଣିମା ରତିକ୍ରୀଡା କରନ୍ତୁ ନାହିଁ ।ଏହା କଲେ ପିତୃ ଦୋଷ ଲାଗେ।

ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ! full moon

ପଢନ୍ତୁ; ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

Related posts

ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ?

Krishna Kumar Manoj

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More