EnewsOdia.Com

ପୁଣି ବଢିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ

ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । ଲଗାତର ତ୍ରୈମାସରେ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଯାହା ସାଧାରଣ ଲୋକର ଜୀବନଶୈଳୀ ଉପରେ ପ୍ରଭାବ ପକାଇଛି । ଦେଶର ପ୍ରମୁଖ ସହରଗୁଡିକରେ ବିନା ସବସିଡି ବିଶିଷ୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପ୍ରାୟ ୭୬.୫ ଟଙ୍କା ମହଙ୍ଗା ହୋଇଛି ।

ବର୍ଦ୍ଧିତ ମୂଲ୍ୟ ଅନୁସାରେ ଏବେ ଦିଲ୍ଲୀରେ ୧୪.୨ କେଜିର ବିନା ସବସିଡି ବିଶିଷ୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୮୧.୫୦ ଟଙ୍କା ରହିଛି । ସେହିପରି କଲିକତାରେ ୭୦୬ ଟଙ୍କା, ମୁମ୍ବାଇରେ ୬୫୧ ଟଙ୍କା ଏବଂ ଚେନ୍ନାଇରେ ୬୯୬ଟଙ୍କା ରହିଛି । ଅନ୍ୟପଟେ ୧୯ କେଜିର ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୨୦୪ଟଙ୍କା, କଲିକତାରେ ୧୨୫୮ ଟଙ୍କା, ମୁମ୍ବାଇରେ ୧୧୫୧.୫୦ ଟଙ୍କା ଏବଂ ଚେନ୍ନାଇରେ ୧୩୧୯ ଟଙ୍କା ରହିଛି ।

ପଢନ୍ତୁ: ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

ସମ୍ବନ୍ଧିତ ଖବର

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana

ପୁଣି ଭିଜିବ ଓଡିଶା, ବଢିବ ଜାଡ

Ratnamani Maharana

ଭୁବନେଶ୍ବରର ୩ ମନ୍ଦିରକୁ ମିଳିଲା ‘ଭୋଗ୍’ ସାର୍ଟିଫିକେଟ୍

Ratnamani Maharana

ସାରା ରାଜ୍ୟରେ କୋହଲା ପାଗ

Ratnamani Maharana

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ଓଡ଼ିଆ ଯବାନ

Ratnamani Maharana

ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା

Ratnamani Maharana