Loading...

୨୦ ମିନିଟର ଗିରଫଦାରୀ ପରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

୨୦ ମିନିଟର ଗିରଫଦାରୀ ପରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ମାତ୍ର ୨୦ ମିନିଟ୍‌ ପାଇଁ ଜେଲ୍‌ ଯାଇ ୨୦୦,୦୦୦ ଡଲାର୍‌ ‘ବଣ୍ଡ୍‌’ ବା ମୁଚାଲିକାରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

ମାତ୍ର ୨୦ ମିନିଟ୍‌ ପାଇଁ ଜେଲ୍‌ ଯାଇ ୨୦୦,୦୦୦ ଡଲାର୍‌ ‘ବଣ୍ଡ୍‌’ ବା ମୁଚାଲିକାରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌2020 ନିର୍ବାଚନ ଫଳାଫଳ ନେଇ ବିବାଦ ଓ ନିର୍ବାଚନ ଷଡଯନ୍ତ୍ର ଅଭିଯୋଗରେ ଗିରଫ କରିଥିଲା ପୁଲିସ। ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା ଲାଗିଛି । 

ସୂଚନାନୁସାରେ, କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାର ବିକଳ୍ପ ଟ୍ରମ୍ପଙ୍କୁ ଦିଆଯାଇଥିଲା । ଆତ୍ମସମର୍ପଣ ପରେ ଜାମିନରେ ମୁକୁଳିଲେ ଟ୍ରମ୍ପ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.