ଜାଣନ୍ତୁ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜା କରିବାର ମହତ୍ୱ
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
Loading...
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି । ମାତ୍ର ଦାନ କରିବାର ଫଳ ଆପଣଙ୍କୁ ଆଜି ନୁହେଁ ତ କାଲି ନିଶ୍ଚିତ ରୂପେ ମିଳିବ । ଯଦି ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି ତେବେ ଆପଣଙ୍କୁ ଦାନ ଧର୍ମରେ ବିଶ୍ୱାସ ରଖିବା ଉଚିତ୍ ।
ସପ୍ତାହରେ ଯେକୌଣସି ଦିନ ଦାନ କରିବା ପୂଣ୍ୟ ହୋଇଥାଏ, କିନ୍ତୁ ଯଦି ଆପଣ ମଙ୍ଗଳବାର ଦିନ କିଛି ଖାସ୍ ଜିନିଷ ଦାନ କରିବେ ତେବେ ଆପଣଙ୍କୁ ବିଶେଷ ଲାଭ ହେବ । କାରଣ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହି ଦିନ ଦାନ କରିବାର ଅଲଗା ମହତ୍ୱ ରହିଛି । ଦାନ, ଧର୍ମ କରୁଥିବା ଲୋକଙ୍କୁ ହନୁମାନ ଅଧିକ ପସନ୍ଦ କରନ୍ତି । ଏହି ଅବସରରେ ଯଦି ତାଙ୍କ ପ୍ରିୟ ବାରରେ କୌଣସି ଭକ୍ତ ଗରିବକୁ ଦାନ କରୁଥିବାର ଦେଖିବେ ହନୁମାନ ଅତ୍ୟନ୍ତ ଖୁସି ହେବା ସହ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ଏହାପରେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି ଭଗବାନ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଖାସ୍ ଜିନିଷ ବିଷୟରେ କହିବାକୁ ଯାଉଛି । ଯାହାକୁ ଆପଣ ମଙ୍ଗଳବାର ଦିନ ନିଶ୍ଚିତ ରୂପେ ଦାନ କରିବେ ।
ନାରଙ୍ଗି ବସ୍ତ୍ର: ମଙ୍ଗଳବାର ଦିନ କୌଣସି ଗରିବ ବ୍ୟକ୍ତିକୁ ନାରଙ୍ଗି ବସ୍ତ୍ର ଦାନ କରିବା ବହୁତ ଶୁଭ ହୋଇଥାଏ । ହନୁମାନଙ୍କ ପ୍ରିୟ ରଙ୍ଗ ହେଉଛି ନାରଙ୍ଗି । ସେଥିପାଇଁ ଏହି ରଙ୍ଗର ବସ୍ତ୍ର ଦାନ କରିବା ଭଗବାନ ପ୍ରସନ୍ନ ହୋଇଥାନ୍ତି । ଯେତେବେଳେ ଆପଣ ନାରଙ୍ଗି ରଙ୍ଗର ବସ୍ତ୍ର ଦାନ କରିବେ, ପ୍ରଥମେ ସେହି ବସ୍ତ୍ରକୁ ହନୁମାନଙ୍କ ପାଦ ତଳେ ରଖି ଯେକୌଣସି ମନସ୍କାମନା କରିବେ । ଏହାପରେ ସେହି ବସ୍ତ୍ରକୁ କୌଣସି ଗରିବକୁ ଦାନ କରି ଦିଅନ୍ତୁ ।
ତମ୍ବା କିମ୍ବା ପିତଳ: ମଙ୍ଗଳବାର ଦିନ ତମ୍ବା କିମ୍ବା ପିତଳ ତିଆରି ଜିନିଷକୁ ଦାନ କରିବା ଶୁଭ ହୋଇଥାଏ । ଏହି ଧାତୁରେ ତିଆରି ବସ୍ତୁକୁ ଆପଣ କୌଣସି ଗରିବ ଏବଂ ମନ୍ଦିରରେ ବି ଦାନ କରିପାରିବେ ।
ପଶୁକୁ ଭୋଜନ କରାଇବା: ମଙ୍ଗଳବାର ଦିନ ଯେକୌଣସି ପଶୁକୁ ଭୋଜନ କରାନ୍ତୁ । ଏହାଦ୍ୱାରା ବହୁତ ପୂଣ୍ୟ ହୋଇଥାଏ ।
ନଡିଆ ଦାନ କରନ୍ତୁ: ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ନଡିଆ ଚଢାଇବା ଶୁଭ ହୋଇଥାଏ ।
ଟଙ୍କା ଦାନ: କୌଣସି ଗରିବକୁ ମଙ୍ଗଳବାର ଦିନ କିଛି ଟା ଅର୍ଥ ଦାନ କରନ୍ତୁ । ପରମୁହୁର୍ତ୍ତ ଆପଣ ଦାନ କରିଥିବା ଟଙ୍କା ଦୁଇ ଗୁଣା ହୋଇ ଆପଣଙ୍କୁ ମିଳିଯିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।
ଉତ୍ତମ ଜୀବନସାଥୀ ପାଇବା ପାଇଁ ସମସ୍ତେ ଇଛା ରଖିଥାନ୍ତି। ପତି ଓ ପତ୍ନୀଙ୍କ ସମ୍ପର୍କରେ ସର୍ବଦା ସକରାତ୍ମକ ଭାବନା ରହିବା ନିହାତି ଜରୁରୀ ଅଟେ। ଆଜିକାଲି ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା ଅଟେ।