VASTU

ଶନିବାରେ କେଉଁ ସବୁ ଜିନିଷ କିଣିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ

ଯେଉଁ ଲୋକଙ୍କଠାରେ ଶନିଦୋଷ ଥାଏ ସେମାନେ ଅନେକ ପୂଜା ବିଧି କରିଥାନ୍ତି। ଶନିଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ଉପାୟରେ ପୂଜଚର୍ନା କରିଥାନ୍ତି। ତେବେ କେଉଁ ଜିନିଷ ଶନିବାରେ କିଣିଲେ ଅଶୁଭ ହୋଇଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଲୁହା-ଶନିବାରେ ଦିନ ଲୁହାରେ ତିଆରି କୌଣସି ଜିନିଷ କିଣନ୍ତୁ ନାହିଁ ଅଶୁଭ ଫଳ ପ୍ରାପ୍ତି ହୁଏ। କିନ୍ତୁ ଲୁହାରେ ତିଆରି ଜିନିଷ ଦାନ କରି ପାରିବେ।
  • କଇଁଚି-ଶନିବାର ଦିନ କଇଁଚି କିଣିଲେ ଦାମ୍ପତ୍ୟ ଜୀବନରେ ଝଗଡା ହୁଏ ଓ ସମ୍ପର୍କରେ ଫାଟ ସୃଷ୍ଟିହୁଏ।
  • ତେଲ ଓ ଲୁଣ-ଏହିଦିନ ଲୁଣ ଏବଂ ତେଲ କିଣନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଲୁଣ ଏବଂ ତେଲ କିଣିଲେ ଆପଣ ୠଣୀ ହେବା ସହ ରୋଗଗ୍ରସ୍ତ ହେବେ।
  • କଳା ଜୋତା ଓ କଳା ରାଶି-ଏହି ଦିନ କଳା ରାଶି ଏବଂ କଳା ଜୋତା କିଣିବା ମନା। ଏହି ଦିନ କଳା ରାଶି କିଣିଲେ ପରିବାର ଉପରେ ବିପତ୍ତି ଆସେ । ଶନିବାରରେ କଳା ଜୋତା କିଣିବା ଓ ପିନ୍ଧିବା ଦ୍ୱାରା ଅମଙ୍ଗଳ ହେଇଥାଏ।

ପଢନ୍ତୁ; ପାଣିପାଗ ବିଭାଗର ପୂର୍ବାନୁମାନ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତୋଟି ଜିଲ୍ଲାରେ ପ୍ରବଳ ବର୍ଷିବ

Related posts

ଆପଣ ଜାଣନ୍ତି କି ? ଘରେ ଥିବା ସୁନା ବିକିବା କାହିିଁକି ଅଶୁଭ ହୋଇଥାଏ ?

ENO Beuro

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

ENO Beuro

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ

ENO Beuro

1 comment

Leave a Comment