VASTU

କରନ୍ତୁ ନାହିଁ ଏହି ଛୋଟ ଛୋଟ ଭୁଲ , ନଚେତ ପଡ଼ିପାରନ୍ତି ଅସୁବିଧାରେ!

ହିନ୍ଦୁ ଧର୍ମ ହିଁ ସର୍ବପୁରାତନ ଧର୍ମ ଅଟେ । ଏବଂ ଏହି କାରଣରୁ ତାଙ୍କର ବେଦ ଓ ପୁରାଣର ଅନେକ ମାନ୍ୟତା ମଧ୍ୟ ରହିଛି । ଯେଉଁଥିରେ କି ମଣିଷ ଜୀବନଚର୍ଯ୍ୟାର ପ୍ରତୋକ କଥା ଉଲେଖ ରହିଥାଏ। ଯେଉଁଠାରେ ଭଗବାନଙ୍କର ଅସ୍ତିତ୍ୱକୁ ଗ୍ରହଣ କରାଯାଇଛି ସେପରି ଆତ୍ମା ଓ ଭୁତଙ୍କ ଅସ୍ତିତ୍ୱକୁ ମଧ୍ୟ ଲୋକେ ସ୍ୱୀକାର କରିଛନ୍ତି।

ଏମିତି ଅନେକ ଲୋକଙ୍କ କ୍ଷେତ୍ରରେ ଘଟିଥାଏ, ଯଦି କୌଣସି ଆତ୍ମା ଆପଣଙ୍କ ପଛରେ ପଡ଼ିଥାନ୍ତି ,ତ ସେ ସହଜରେ ଆପଣଙ୍କର ପିଛା ଛାଡ଼ିନଥାଏ।

ତେବେ ଆଜି ଜଣାଉଛୁ କେଉଁ କାରଣରୁ ଆତ୍ମା ଆପଣଙ୍କ ପଛରେ ପଡିଥାନ୍ତି-

  • ପ୍ରଥମତ ଶାମ୍ସନରୁ ଆସିବା ପରେ ନିଶ୍ଚିତ ରୂପେ ଗାଧୋଇକି ହିଁ ଘର ଭିତରକୁ ପ୍ରବେଶ କରନ୍ତୁ । ପଛକୁ ବୁଲିକି ଦେଖିବା ଉଚିତ ନୁହେଁ। ପଛକୁ ବୁଲି ଅନେଇବା ଦ୍ଵାରା ଆତ୍ମା ଆପଣଙ୍କ ପିଛା ଛାଡିନଥାଏ।
  • ରୋଗୀ ଲୋକଙ୍କ ଆଡକୁ ମଧ୍ୟ ନକାରାତ୍ମକ ଆତ୍ମା ମାନେ ଶୀଘ୍ର ଆକର୍ଷିତ ହେଇଥାନ୍ତି। ତେଣୁ ରୋଗ ସମୟରେ କୌଣସି ବି ଖରାପ କଥା ଚିନ୍ତା କରିବା ଉଚିତ ନୁହେଁ।
  • ଆଉ ହଁ ଝିଅ ମାନେ ସୂର୍ଯ୍ୟାସ୍ତ ପରେ ନିଜ ବାଳ କୁ ଖୋଲା ରଖିବା ଉଚିତ ନୁହେଁ । ଅମାବାସ୍ୟା ରାତିରେ ତ ବିଲକୁଲ ନୁହେଁ।
  • ଧାର୍ମିକ ଗ୍ରଂଥରେ ଉଲେଖ ରହିଛି କି ଘରର କୌଣସି ବି କୋଣ ସର୍ବଦା ଅନ୍ଧାର ରଖିବା ଭଲ ନୁହେଁ।
  • କେବେ ହେଲେ ରାତିରେ ଶୋଇବା ସମୟରେ ଅଧିକ ସୁଗନ୍ଧ ଯୁକ୍ତ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ। ଅଧିକ ସୁଗନ୍ଧରେ ଆତ୍ମା ମାନେ ଆକର୍ଷିତ ହେଇଥାନ୍ତି।

ପଢନ୍ତୁ;

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

Related posts

ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ପାଇଁ ଶନିବାର ଦିନ ଏହି ଜିନିଷ କିଣନ୍ତୁ ନାହିଁ?

ENO Beuro

ବାସ୍ତୁ ଅନୁସାରେ ଘର ପାଖରେ କେଉଁ ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ? ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More