LIFESTYLE

ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

ଶରୀର ପାଇଁ ମଦ ବହୁତ କ୍ଷତିକାରକ। ସେଥିଲାଗି କୁହାଯାଇଛି “ମ” ରେ ମରଣ “ଦ” ରେ ଦରିଦ୍ର। ମଦ ପିଇବା ଦ୍ଵାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ।ଲୋକମାନେ ସାଧାରଣତଃ ଖୁସି ଏବଂ ଦୁଃଖ ସମୟରେ ମଦ ପିଇବାର ମାତ୍ରାକୁ ବଢାଇଦେଇଥାଆନ୍ତିି । ତେବେ ଏହି ମଦ ପିଇବା ଦ୍ୱାରା ଆମକୁ କେଉଁ କେଉଁ ରୋଗ ହୋଇଥାଏ?

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ମଦର ପ୍ରଭାବ ଯକୃତ ଉପରେ ପଡିଥାଏ। ମଦ ପିିଇବା ଦ୍ୱାରା ଏହା ପ୍ରଥମେ ଯକୃତକୁ ଯାଇ ପରେ ସାରା ଶରୀରକୁ ପ୍ରଭାବିତ କରିଥାଏ। ଯାହାକି ରକ୍ତ ସଞ୍ଚାଳନରେ ବାଧା ଉପୁଯାଇଥାଏ। ମଦ ପିଇଲେ ଯକୃତ ବହୁତ ଜଲଦି ଖରାପ ହୋଇଯାଏ।
  • ଗର୍ଭବତୀ ଥବା ସମୟରେ ଯଦି ଜଣେ ମହିଳା ମଦ ପିଇଥାଆନ୍ତି ତେବେ ଏହାର ପ୍ରଭାବ ପେଟରେ ଥିବା ଛୋଟ ଛୁଆ ଉପରେ ପଡିଥାଏ। ଶିଶୁର ବିକାଶରେ ବାଧା ପ୍ରାପ୍ତ ହୋଇଥାଏ।
  • ମଦ ପିଇବା ଦ୍ୱାରା ଆମ ଜିଭ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ। ମଦ ପିଇଲେ ବେଳେ ବେଳେ ଆମ ଜିଭରେ ଖଣ୍ଡିଆ ହୋଇଥାଏ। ଖାଦ୍ୟର ସ୍ୱାଦକୁ ମଧ୍ୟ ଏହା ଖରାପ କରିଦେଇଥାଏ। ଲୋକମାନେ ମଦ ପିଇଲେ ନିଜ କଥା ଉପରେ ମଧ୍ୟ ଆୟତ କରିପାରନ୍ତିନି।
  • ପାନକ୍ରିୟାଜ ଜନିତ ସମସ୍ତ ରୋଗ ମଦ ପିଇବା ଦ୍ୱାରା ହୋଇଥାଏ । ପାନକ୍ରିୟାଜ ସଂକ୍ରମିତ ହେଲେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇଥାଏ।

ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା drink

ପଢନ୍ତୁ; କେଶ ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ନିଜ ଶରୀରର ଏହି ଅଂଶରେ ତେଲ ଲଗାନ୍ତୁ , ନିରୋଗ ଓ ସ୍ଵାସ୍ଥ୍ୟକର ଜୀବନ ଯାପନ କରନ୍ତୁ

ENO Beuro

ଦୈନଦିନ ରୋଷେଇ ଘରେ ବ୍ୟବହୃତ ହଳଦୀର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ

ENO Beuro

ଆଖିରେ ଆଲୁଅ ପାଇଁ ଚିନ୍ତିତ କି ? ଆସନ୍ତୁ ଜାଣିବା କିଛି ସରଳ ଓ ପ୍ରକୃତିକ ଉପଚାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More