LIFESTYLE

ଖରାଦିନେ ପିଅନ୍ତୁ ନାହିଁ ଏହି ସବୁ ପାନୀୟ ,ନଚେତ୍ ହୋଇପାରେ ଅନେକ ସମସ୍ୟା!

ଖରାଦିନେ ଅଧିକ ଶୋଷ ଲାଗିଥାଏ  କାରଣ  ଶରୀରରୁ ଜଳୀୟାଂଶ କମି ଯାଇଥାଏ। ଏହି ଦିନେ ଅଧିକରୁ ଅଧିକ ମାତ୍ରାରେ ପାନୀୟ ଜଳ ପିଇବା ଉଚିତ। କିନ୍ତୁ ଖରାଦିନେ ଅନେକ ଲୋକ ଜୁସ ଏବଂ ଲସି ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଖରାଦନେ ଆପଣ ପିଉଥିବା ପାନୀୟଗୁଡ଼ିକ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଖରାଦିନେ ପିଉଥିବା ସେଭଳି କିଛି ପାନୀୟ ବିଷୟରେ  ଯାହାକୁ ପିଇଲେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ-

  • କଫି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ଗତି ବଢ଼ି ଯାଇଥାଏ। ଯାହା ଦ୍ୱାରା ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଶରୀରର ଓଜନ ବଢ଼ିବା ସହ ଡ଼ାଇବେଟିସ ସମସ୍ୟା ଦେଖା ଯାଇଥାଏ।
  • ବଜାରରେ ମିଳୁଥିବା ଲେମ୍‌ନେଡ଼୍‍ରେ ସୋଡ଼ା ଭଳି ମିଠା ଜିନିଷ ମିଶା ଯାଇଥାଏ। ଗୋଟେ ଗ୍ଲାସ ଲେମୋନେଡ଼୍‍ରେ ୧୦୦ କ୍ୟାଲୋରି ରହିଥାଏ। ଯାହା ଶରୀର ପାଇଁ ହାନିକାରକ।
  • ଖରାଦିନେ ବାହାରେ ବୁଲି ଲୋକମାନେ ଥକି ଯାଉଥିବାରୁ ଏନର୍ଜିି ଡ଼୍ରିଙ୍କ ପିଇଥାନ୍ତି। ଯାହା ଦ୍ୱାରା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳିଥାଏ । କିଛି ଲୋକ ନ ଖାଇ ଏହାକୁ ପିଇ ଦିନ ସାରା ରହିଥାନ୍ତି। ଯାହା ଦ୍ୱାରା ନିଦ୍ରହିନତା ଭଳି ସମସ୍ୟା ଦେଖା ଯାଇଥାଏ।
  • ଖରାଦିନେ ଲୋକମାନେ ବିଭିନ୍ନ ପ୍ରକାରର ଡ଼୍ରିଙ୍କ ପ୍ରସ୍ତୁତ କରିଥାନ୍ତି। ଯାହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ କକ୍‌ଟେଲ ତିଆରି କରିବାର ଥିଲେ ବିଭିନ୍ନ ପ୍ରକାର ଡ଼୍ରିଙ୍କକୁ ନ ମିଶାଇ ସାଧା ତିଆରି କରନ୍ତୁ।

ପଢନ୍ତୁ; ଲିଭର ଫେଲର କାରଣ କ’ଣ ଜାଣନ୍ତୁ ?

Related posts

ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ?

ENO Beuro

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

ENO Beuro

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More