• Home
  • LIFESTYLE
  • ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ
LIFESTYLE

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଆଜିର ଯୁବପିଢି ମୋଟାପଣକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ମୋଟାପଣକୁ କମାଇବା ପାଇଁ ହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ।କେତେକ ଖାଦ୍ୟ ଅଛି  ଯାହାକୁ ଖାଇବା ଦ୍ଵାରା ମୋଟପା ସମସ୍ୟା ଦେଖାଦେଇଥାଏ। ସକାଳୁ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ।

ଜାଣନ୍ତୁ ସେ ସମ୍ପର୍କରେ-

  • ତେଲଭାଜି ଖାଦ୍ୟ  ସକାଳୁ ଖାଆନ୍ତୁ ନାହିଁ। ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍‌ ଜମା କରେ। ମୋଟାପଣର ଏହା ଏକ ପ୍ରମୁଖ କାରଣ ହୋଇଥାଏ। ଏହାକୁ ଖାଇବା ଦ୍ଵାରା ପେଟ ଗ୍ୟାସ ସମସ୍ୟା ଦେଖାଦେଇଥାଏ।
  • ସକାଳ ସମୟରେ ମିଠା ଖାଆନ୍ତୁ ନାହିଁ। ଯେପରିକି ମିଠା, ଜଲ୍‌ପି, ଗାଜର ହାଲୁଆ, ସିମେଇ ଆସି ଖାଇଲେ ବି ମୋଟା ହେବାର ଭୟ ରହିଛି। ଏହାକୁ ଅତ୍ୟଧିକ ଖାଇବା ଦ୍ଵାରା ଆପଣ ମୋଟାପଣର ଶିକାର ହେବେ।
  • ରୁଟି ତରକାରୀ ଖାଇବା ଏହି ସମୟ ପାଇଁ ସବୁଠାରୁ ଭଲ ଖାଦ୍ୟ ହୋଇଥାଏ। ବିରି ପିଠା, ଦୋସା ଆଦି ମଧ୍ୟ ଗ୍ୟାସ୍‌ କରାଇଥାଏ। ତାହାକୁ ବି ଖାଆନ୍ତୁ ନାହିଁ।

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ puri

ପଢନ୍ତୁ; ଆଖିରେ ଆଲୁଅ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Related posts

ରାଶିରୁ ଜାଣନ୍ତୁ ପ୍ରେମରେ ପଡିଲେ ଲୋକମାନେ କିପରି ବ୍ୟବହାର କରିଥାଆନ୍ତି 

Krishna Kumar Manoj

ନିଜର ଶ୍ୟାମଳ ରଙ୍ଗକୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଶ୍ୟାମଳ ରଙ୍ଗକୁ ଦୂର କରିବାର ଘରୋଇ ଉପଚାର

Krishna Kumar Manoj

ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More