LIFESTYLE

ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

ଖଟା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କିନ୍ତୁ ରାତିରେ ଖଟା ଖାଇବା ଶରୀର ପାଇଁ କ୍ଷତିକାରକ। କାରଣ ରାତିରେ ଖଟା ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ହେବାର ଆଶଂକା ଅଧିକ ଥାଏ। ଏଥିରେ ଥିବା ଅମ୍ଳ ତତ୍ୱ ଆମ ଶରୀରକୁ ଅସୁସ୍ଥ କରିଦିଏ।

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ରାତିରେ ଖାଇବା ଉଚିତ ନୁହେଁ-

  • ନାସପାତି– ନାସପାତିକୁ ରାତି ସମୟରେ ଖାଆନ୍ତୁ ନାହିଁ। ଏହି ଫଳରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ ଓ ଏହା ସହ ଅମ୍ଳ ମଧ୍ୟ ଥାଏ। ତେଣୁ ଏହି ଦୁଇଟି ଯାକର ମିଶ୍ରଣ ପେଟରେ ବିଷ ସୃଷ୍ଟି କରିଥାଏ।
  • ଲେମନ ଟି–ଲେମନ ଟି ଠାରୁ ରାତି ସମୟରେ ଦୂରେଇ ରୁହନ୍ତୁ। ଏହାକୁ ରାତିରେ ପିଇବା ଦ୍ୱାରା ହଜମ ଶକ୍ତିକୁ କମ କରିଥାଏ।
  • ଆଚାର– ଆଚାରକୁ ରାତିରେ ଖାଆନ୍ତୁ ନାହିଁ। ଏଥିରେ ଅଧିକ ମାତ୍ରାରେ ଅମ୍ଳ ଥାଏ। ଯାହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ।
  • ଲେମ୍ବୁ– ଲେମ୍ବୁକୁ ମଧ୍ୟ ରାତିରେ ଖାଇବା ମନା। କାରଣ ଏହା ଅମ୍ଲରେ ଭରପୁର ଅଟେ ଓ ଆମ ହଜମ କ୍ରିୟା ଉପରେ ପ୍ରଭାବ ପକାଇ ଥାଏ ।
  • କୋଳି– ରାତିରେ କୌଣସି ପ୍ରକାର କୋଳି ଖାଆନ୍ତୁ ନାହିଁ। ଏହା ପେଟ ପାଇଁ ଖରାପ।

ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ! orange

ପଢନ୍ତୁ; ଲିଭର ଫେଲର କାରଣ କ’ଣ ଜାଣନ୍ତୁ ?

Related posts

ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

Krishna Kumar Manoj

ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା

Krishna Kumar Manoj

ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ ଖାନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More