LIFESTYLE

ଗାଧୋଇବା ପୂର୍ବରୁ ଏହି ଜିନିଷ ଖାଆନ୍ତୁ ନାହିଁ ? ଅସୁବିଧାରେ ପଡ଼ିପାରନ୍ତି !

ଶରୀରକୁ ସୁନ୍ଦର ଏବଂ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଗାଧୋଇବା ନିହାତି ଦରକାର । ଯେଉଁମାନେ ପ୍ରତିଦିନ ସ୍ନାନ କରନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବା ସହ ଚେହେରାରେ ଚମକ ମଧ୍ୟ ଆସିଥାଏ । ଗାଧୋଇବା ଦ୍ୱାରା ଥକା ପଣ ଦୂର ହେବା ସହ ଚିନ୍ତା ମଧ୍ୟ କମ ହୋଇଥାଏ ।

ଶାସ୍ତ୍ର ଅନୂଯାୟୀ ସ୍ନାନ କରିବା ପରେ ହିଁ ଜଣେ ବ୍ୟକ୍ତି ଶୁଦ୍ଧ ହୋଇଥାଏ ଏବଂ ଏହା ପରେ ହିଁ ସେ କରୁଥିବା ଧର୍ମ-କର୍ମ ସାର୍ଥକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏମିତି କାମ ଅଛି ଯାହାକୁ ସ୍ନାନ ପୂର୍ବରୁ କରିବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍ନାନ ପୂର୍ବରୁ କେଉଁ ସବୁ ଜିନିଷ କଲେ ଶରୀର ରୋଗଗ୍ରସ୍ତ ହୋଇଥାଏ-

  • ଗାଧେଇବା ପୂର୍ବରୁ ପାଣି, ଦୁଗ୍ଧ, ଫଳ ବା ଆଖୁରସ ପିଆଯାଇ ପାରେ ଏହା ତରଳ ଜିନିଷ ହୋଇଥିବାରୁ ସହଜରେ ହଜମ ହୋଯାଇଥାଏ ।

ଗାଧୋଇବା ପୂର୍ବରୁ ଏହି ଜିନିଷ ଖାଆନ୍ତୁ ନାହିଁ ? ଅସୁବିଧାରେ ପଡ଼ିପାରନ୍ତି ! Milk and Fruits

  • ଗାଧୋଇବା ପୂର୍ବରୁ କିଛି କଠିନ ଜିନିଷ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଖାଦ୍ୟ ହଜମ ନ ହେବା ସହ ଶରୀର ଅସୁସ୍ଥ ହୋଇଥାଏ ।

ଗାଧୋଇବା ପୂର୍ବରୁ ଏହି ଜିନିଷ ଖାଆନ୍ତୁ ନାହିଁ ? ଅସୁବିଧାରେ ପଡ଼ିପାରନ୍ତି ! meal

  • ସ୍ନାନ ପୂର୍ବରୁ ଖାଇଲେ ଶରୀରରେ ଅନେକ ରୋଗ ଦେଖାଯାଇଥାଏ । ସବୁବେଳେ ସ୍ନାନ ସାରି ଖାଇବାକୁ ଚେଷ୍ଟା କରନ୍ତୁ ।

ଗାଧୋଇବା ପୂର୍ବରୁ ଏହି ଜିନିଷ ଖାଆନ୍ତୁ ନାହିଁ ? ଅସୁବିଧାରେ ପଡ଼ିପାରନ୍ତି ! bathing 1

ପଢନ୍ତୁ ;

ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

 

Related posts

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

Krishna Kumar Manoj

ଆସନ୍ତୁ ଜାଣିବା ଅମୃତଭଣ୍ଡା କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More