LIFESTYLE

ଅନେକ ଖାଦ୍ୟ ଅଛି ଯାହା ମଦ୍ୟପାନ ସମୟରେ ଖାଇଲେ ଆପଣଙ୍କର ମୃତ୍ୟୁ ସୁନିଶ୍ଚିତ ! ଜାଣନ୍ତୁ

ଲୋକମାନେ ସାଧାରଣତଃ ମଦ୍ୟପାନ ସମୟରେ ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତି ନାହିଁ  । ମନଇଚ୍ଛା ଯେକୌଣସି ଆଇଟମ ଖାଇଥାନ୍ତି । ଏପରି ଅନେକ ଖାଦ୍ୟ ଅଛି ଯାହା ଖାଇଲେ ଆପଣଙ୍କର ମୃତ୍ୟୁ ସିନିଶ୍ଚିତ । ତେଣୁ ମଦ୍ୟପାନ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ନଚେତ ଅକାଳରେ ଆପଣ ମୃତ୍ୟୁର ରାସ୍ତା ଆପଣାଇବେ ।

  • ପ୍ରାୟତଃ ଅନେକ ଲୋକ ମଦରେ ସୋଢା କିମ୍ବା ଥଣ୍ଡା ପାନୀୟ ମିଶାଇଥାନ୍ତି । ଏହା କରିବା ଭୁଲ କାରଣ ଏହା କରବା ଦ୍ୱାରା ଶରୀରରେ ପାଣିର ମାତ୍ରା କମ ହୋଇଯାଏ । ତେଣୁ ମଦ୍ୟପାନ କରିବା ସମୟରେ କେବଳ ପାଣି, ଜୁସ କିମ୍ବା ବରଫ ମିଶାଇ ପିଅନ୍ତୁ ।
  • ଚକୋଲେଟ ଖାଇବା ଦ୍ୱାରା ମସ୍ତିଷ୍କ ରିଲାକ୍ସ ହୋଇଥାଏ । ଯଦି ମଦ୍ୟପାନ କରିବା ସମୟରେ ମିଠା ଖାଆନ୍ତି ତେବେ ଆବଶ୍ୟକଠାରୁ ଅଧିକ ମଦ୍ୟପାନ କରିବାର ଆଶଙ୍କା ବଢିଯାଏ ।
  • ସାଧାରଣତଃ ଅନେକ ଲୋକ ଚାଖଣା ପାଇଁ ଫ୍ରାଏଡ ଚିନା ବାଦାମ କିମ୍ବା କାଜୁ ଖାଇଥାନ୍ତି । ଏଥିରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ଥାଏ ଯାହାକୁ ଖାଇବା ଦ୍ୱାରା ଭୋକ ଲାଗିନଥାଏ । ଯଦି ମଦ୍ୟପାନ କରିବା ସମୟରେ ଖାଆନ୍ତି ତେବେ ପରେ ଖାଇବାକୁ ଇଚ୍ଛା ହୋଇନଥାଏ । ଏହା ଫଳରେ ଗ୍ୟାସ ସମସ୍ୟା କିମ୍ବା ଦୁର୍ବଳତା ଅନୁଭବ ଦୋଇଥାଏ । ତେଣୁ ମଦ୍ୟପାନ କରିବା ସମୟରେ ବ୍ରେଡ ଟୋଷ୍ଟ ଖାଆନ୍ତୁ କାରଣ ଏହାକୁ ଖାଇବା ଦ୍ୱାରା ମଦ୍ୟପାନୀୟ ପେଟରେ ଶୋଷି ନ ହୋଇ ବ୍ରେଡରେ ଶୋଷି ହୋଇଥାଏ । ଫଳରେ ଶରୀରକୁ କମ କ୍ଷତି ହୋଇଥାଏ ।
  • ଯଦି ଆପଣ ମଦ୍ୟପାନ କରିବା ସମୟରେ ଚିପସ ଖାଉଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଛଣା ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଅଧିକ ଶୋଷ ହୋଇଥାଏ । ଏହା ଫଳରେ ବ୍ୟକ୍ତି ଅଧିକ ଆଲକୋହଲର ସେବନ କରିଥାଏ । ଏଥିରୁ ବଂଚିବା ପାଇଁ ସେକା ହୋଇଥିବା ଜିନିଷ, ପପକର୍ଣ୍ଣ ଏବଂ ଚିକେନ ସ୍ୟାଣ୍ଡଉଇଚ ଖାଇପାରିବେ ।
  • କିଛି ଲୋକ ମଦ୍ୟପାନ କରିବା ସମୟରେ ପନିର କିମ୍ବା ଚିଜ ଖାଇଥାନ୍ତି । ଏହା ଶରୀର ପାଇଁ  ହାନିକାରକ ଅଟେ । ଯଦି ସମ୍ଭବ ତେବେ ମଦ୍ୟପାନ କରିବା ସମୟରେ ପିଜା ଏବଂ ପାସ୍ତା ଖାଆନ୍ତୁ ନାହିଁ । ଦୁଗ୍ଧରୁ ନିର୍ମିତ ଚିଜରେ ପ୍ରୋଟିନର ପରିମାଣ ଅଧିକ ଥାଏ । ଯଦି ମଦ୍ୟପାନ କରିବା ସହିତ ଏହାକୁ ଖାଇବା ଦ୍ୱାରା ହଜମକ୍ରିୟାରେ ସମସ୍ୟା ଦେଖାଯାଇଥାଏ । ଏହା ଫଳରେ ପେଟରେ ଜଳନ, ଏସିଡିଟି, ଏବଂ ବାନ୍ତି ହୋଇପାରେ ।

ପଢନ୍ତୁ ;ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦର ଶୁଣାଣି

Related posts

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଲେମ୍ବୁ ପାଣି, ମିଳିବ ଅନେକ ଫାଇଦା

ENO Beuro

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

Ratnamani Moharana

ଭ୍ରମଣ କରିବା ସମୟରେ ଆପଣଙ୍କର ବାନ୍ତି ହେଉଛି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment