LIFESTYLE

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଔଷଧ ଖାଇବା ସମୟରେ ଖାଇବା ଉଚିତ ନୁହେଁ?

ଆଜିକାଲି ଅଧିକାଂଶ ଲୋକ ବିଭିନ୍ନପ୍ରକାରର ରୋଗର ଶିକାର ହେଉଛନ୍ତି। ଏଥିପାଇଁ ଆମେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ଖାଇଥାଉ। କିନ୍ତୁ ଅଧିକାଂଶ ଲୋକ ହୁଏତ ଜାଣି ନଥିବେ ଔଷଧ ଖାଇବା ସମୟରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ।

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଔଷଧ ଖାଇବା ସମୟରେ ଖାଇବା ଉଚିତ ନୁହେଁ-

ଯେତେବେଳେ ଆପଣଙ୍କୁ ଅଧିକମାତ୍ରାରେ ଥଣ୍ଡା ଏବଂ ଜ୍ଵର ହୋଇଥାଏ, ସେତେବେଳେ ଆପଣ ଥଣ୍ଡା ଓ କାଶରୁ ମୁକ୍ତି ପାଇବାକୁ କଫ୍‌ ସିରପ୍‌ ଖାଉଛନ୍ତି ସେତେବେଳେ କମଳା ଲେମ୍ବୁ ଜାତୀୟ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମନେ ରଖିବେ ଯଦି କମଳା ଲେମ୍ବୁ ଖାଉଛନ୍ତି ତେବେ ଏହାର ଗୋଟିଏ ଦିନ ପରେ କଫ୍‌ ସିରପ୍‌ ଖାଇବା ଭଲ।

ଔଷଧ ଖାଇବା ପରେ ସଙ୍ଗେ ସଙ୍ଗେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ ନୁହେଁ। ଏମିତି କଲେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ଅଛି।

ସାଧାରଣତଃ ଯେବେ ଜ୍ୱର ହୋଇଥାଏ ଜ୍ୱର ଭଲ କରିବା ପାଇଁ ଆମେ ଆଣ୍ଟି ବାୟୋଟିକ୍‌ ଔଷଧ ଖାଇଥାଉ। ମନେ ରଖିବେ କ୍ଷୀର ସହ ଆଣ୍ଟି ବାୟୋଟିକ୍‌ ଖାଇଲେ ଖାଦ୍ୟ ସାଇଡ୍ ଇଫେକ୍ଟ ହେବାର ସମ୍ଭାବନା ଅଛି।

ପଢନ୍ତୁ; କ୍ୟାନସରରୁ ମୁକ୍ତି ଦେଇଥାଏ କାଜୁ! ଆସନ୍ତୁ ଜାଣିବା ଏହାକୁ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ

Related posts

ଜୁଆଣିରେ ପେଟ-ତ୍ଵଚା-କେଶର ଯତ୍ନ

Ratnamani Moharana

ଆସନ୍ତୁ ଜାଣିବା କେଉଁ ସମସ୍ୟା ଥିଲେ ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ?

ENO Beuro

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ

ENO Beuro

1 comment

Leave a Comment