LIFESTYLE

ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ!

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। କିନ୍ତୁ କେତେକ ଜିନିଷ ଏମିତି ଅଛି ଯାହାକୁ କ୍ଷୀର ସହ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ମାଛ-କ୍ଷୀର ସହିତ ମାଛ ଖାଇବା ଉଚିତ ନୁହେଁ। ଏମିତି ଖାଇଲେ ବିଭିନ୍ନ ଚର୍ମରୋଗ ଦେଖାଯାଏ। ଏବଂ ଝାଡାବାନ୍ତି ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ।
  • କ୍ଷୀର ସହିତ କଦଳୀ-ଅଧିକାଂଶ ଲୋକ କ୍ଷୀର ସହ କଦଳୀ କହିବାକୁ ଭଲ ପାଆନ୍ତି। କ୍ଷୀର ସହିତ କଦଳୀ ଖାଇଲେ କଫ ସୃଷ୍ଟି ହୋଇଥାଏ।
  • ଦହି-କ୍ଷୀର ସହିତ ଦହିକୁ ଏକା ସାଙ୍ଗରେ ସେବନ କରିବା ଉଚିତ ନୁହେଁ। ଏମିତି କଲେ ଅମ୍ଳ, ଗ୍ୟାସ୍‌ ସାଙ୍ଗକୁ ବାନ୍ତି ହୋଇଥାଏ।
  • ବିରି ଡାଲି-କ୍ଷୀର ସହିତ ବିରି ଡାଲି ଖାଇବା କଥା ନୁହେଁ। ଏକା ସାଙ୍ଗରେ ଖାଇଲେ ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ସୃଷ୍ଟି ହୋଇଥାଏ।

ପଢନ୍ତୁ; ଆପଣ ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

Related posts

ହୃଦଘାତ ଆଶଙ୍କାକୁ କମ୍ କରେ ପିଆଜ ଚୋପା,ଆସନ୍ତୁ ଜାଣିବା

ENO Beuro

ଜନ୍ମମାସ ଦ୍ୱାରା ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ? ଆସନ୍ତୁ ଜାଣିବା

ENO Beuro

ଜାଣିରଖନ୍ତୁ କେଉଁ କାରଣରୁ ମହିଳାମାନେ ପାଉଁଜି ପରିଧାନ କରିବା ନିହାତି ଜରୁରୀ ଅଟେ ?

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More