HOROSCOPES

ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

By Krishna Kumar Manoj

July 11, 2018

ଦାନ ଭଳି ପୁଣ୍ୟ କାର୍ଯ୍ୟ ଦୁନିଆରେ ଆଉ କିଛି ନାହିଁ। ତେବେ ଶାସ୍ତ୍ର ଅନୁସାରେ ଦାନ ଦେବାର କିଛି ନିୟମ ରହିଛି। ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତି ସବୁ ପ୍ରକାର ଜିନିଷ ଦାନ କରିପାରିବେ ନାହିଁ। ଅନେକ ସମୟରେ ଦାନ କରିବା ଦ୍ୱାରା ପ୍ରତିକୂଳ ସ୍ଥିତି ଉପୁଜିଥାଏ।

ତେବେ ଆସନ୍ତୁ ଜାଣିବା ବ୍ୟକ୍ତିର ରାଶି ଅନୁସାରେ କଣ ଦାନ କରିବା ଅଶୁଭ ହୋଇଥାଏ।

ପଢନ୍ତୁ; ପାଟିକୁ ପିତା ଲାଗୁଥିବା ମେଥିରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟ ଗୁଣ, ଆସନ୍ତୁ ଜାଣିବା