ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
Loading...
ହିନ୍ଦୁ ଧର୍ମର ସବୁ ଗ୍ରନ୍ଥ ଜ୍ଞାନର ଭଣ୍ଡାର ଅଟେ । ଏହି ଗ୍ରନ୍ଥରେ ଥିବା ନିୟମ ସବୁକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ସଫଳତାର ଶିଖର ଛୁଇଁ ପାରିବ ।
ହିନ୍ଦୁ ଧର୍ମର ସବୁ ଗ୍ରନ୍ଥ ଜ୍ଞାନର ଭଣ୍ଡାର ଅଟେ । ଏହି ଗ୍ରନ୍ଥରେ ଥିବା ନିୟମ ସବୁକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ସଫଳତାର ଶିଖର ଛୁଇଁ ପାରିବ । ବିଷ୍ଣୁ ପୁରାଣ ଅନୁସାରେ କିଛି ଏମିତି ଜିନିଷର କଥା ଉଲ୍ଲେଖ ଅଛି ଯାହାକୁ କି କୌଣସି ବି ହାଲତରେ ବିକିବା ଉଚିତ ନୁହେଁ।
Table of contents [Show]
କୌଣସି ଦରକାରୀ ବ୍ୟକ୍ତି କିମ୍ବା ଅସହାୟ ବ୍ୟକ୍ତିକୁ ଔଷଧ ବିକିବା କିମ୍ବା ତାଙ୍କର ସ୍ଥିତିର ଲାଭ ଉଠେଇ ପଇସା ରୋଜଗାର କରିବା , ଭଗବାନ ବିଷ୍ଣୁଙ୍କ ନଜରରେ ଅପରାଧ ହୋଇ ଥାଏ ।
ଗରିବ ଲୋକଙ୍କୁ ଲୁଣ ବିକିବା ଅପରାଧ ଅଟେ । ଯଦି ଲୁଣର ଦାନ କରା ଯିବ ତ ଏହା ଉତ୍ତମ ଅଟେ ।
କୌଣସି ବି ପଶୁର ମାଂସ ବିକିବା ଭଗବାନ ବିଷ୍ଣୁ ଙ୍କର ନଜରରେ ବହୁତ ଘୃଣିତ ଅପରାଧ ହୋଇ ଥାଏ । ନିଜର ଭୋଜନ ପାଇଁ କୌଣସି ନିରୀହ ପଶୁର ଶିକାର କରିବା ମହାପାପ ଅଟେ ।
ପ୍ରସ୍ତୁତ ହୋଇ ଥିବା ଖାଦ୍ୟ ବିକିବା, ଭୋକିଲା ଲୋକଙ୍କ ଠାରୁ ଭୋଜନ ପରିବର୍ତ୍ତେ ପଇସା ନେବା , ଭଗବାନ ବିଷ୍ଣୁ ଙ୍କ ନଜରରେ ଏହା ବହୁତ ବଡ଼ ପାପ ଅଟେ । ଭୋଜନ ଦାନ କରିବା ଉଚିତ ଏହାର ବିକ୍ରି କରିବା ଭଲ ନୁହେଁ ।
Shakespeare, in the beautiful garden, among the party. Some of the hall: in fact she was ever to.
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ
ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।