LIFESTYLE

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ, ନଚେତ୍ ପଡ଼ିପାରନ୍ତି ଅନେକ ଅସୁବିଧାରେ!

ବାସ୍ତୁଶାସ୍ତ୍ର ଅନୁଯାୟୀ ଅନେକ କଥା ବରାଣ କରାଯାଇଥାଏ।ସେହିପରି ଘରେ ଗଛ ରଖିବାରେ ମଧ୍ୟ ବାରଣ କରାଯାଇଥାଏ। ସାଧାରଣତଃ ତୁଳସୀ ଓ ମନି ପ୍ଲାଣ୍ଟ ଗଛ ରଖାଯାଇଥାଏ। ଏହା ସକରାତ୍ମକ ଶକ୍ତି ବିକାଶ କରିବା ସହ ଭାଗ୍ୟ ପରିବର୍ତ୍ତନ କରିଥାଏ ବୋଲି ବିଶ୍ୱାସ ରହିଛି। ମାତ୍ର ଏପରି କିଛି ଗଛ ଅଛି ଯାହାକୁ ଘରେ ରଖିବା କଥା ନୁହେଁ। ଏହା କଳହ, ବିବାଦ ଓ ନକରାତ୍ମକ ଶକ୍ତି ବିକାଶ କରିଥାଏ ବୋଲି ବିଶ୍ୱାସ ରହିଛି।

ଜାଣନ୍ତୁ ଘରେ କେଉଁ ଗଛ ଲଗାଇଲେ ନକରାତ୍ମକ ଶକ୍ତି ବଢିଥାଏ-

  • ଘରେ ଗୋଲାପକୁ ଛାଡି ଦେଲେ ଅନ୍ୟ କଣ୍ଟା ଜାତୀୟ ଗଛ ନ ଲଗାଇବା ଭଲ। ଏହା ନକରାତ୍ମକ ଶକ୍ତି ବିକାଶ କରିଥାଏ।
  • ବିଶ୍ୱାସ ରହିଛି ତେନ୍ତୁଳି ଗଛରେ ଆତ୍ମା ମାନେ ବାସ କରିଥାଆନ୍ତି। ସେଥିପାଇଁ ଘର ନିକଟରେ ତେନ୍ତୁଳି ଗଛ ଲଗାଯାଏ ନାହିଁ।
  • ବବୁଲ ଗଛ ବି ଘରେ ନ ଲଗାଇଲେ ଭଲ। ବିଶ୍ୱାସ ରହିଛି ଏହି ନକରାତ୍ମକ ଶକ୍ତି ବିକାଶ କରେ।
  • ଘର ସଜ୍ଜା ପାଇଁ ଲୋକମାନେ କାକ୍‌ଟସ୍‌ ବା ସପ୍ତଫେଣୀ ଗଛକୁ ଘରେ ଲଗାଉଛନ୍ତି। ମାତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଘରେ ଲଗାଯାଇ ନ ଥାଏ।

ପଢନ୍ତୁ; ନୀତିଦିନ ବାଇଗଣ ଖାଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

Related posts

ଘରେ ତିଆରି କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଖାଆନ୍ତୁ ମକାରେ ତିଆରି ରୁଟି,ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More