• Home
  • LIFESTYLE
  • ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!
LIFESTYLE

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

ମୋବାଇଲ ଫୋନ୍ ର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ଏକ ଗବେଷଣାରୁ ଜଣାପଡିଛି ଯେ ଅତ୍ୟଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର ଶରୀରପକ୍ଷେ କ୍ଷତିକାରକ ହୋଇଥାଏ । କେବଳ ଏତିକି ନୁହେଁ ଆଖି ଜଳିବା ଓ ଅନିଦ୍ରା ଆଦି ସମସ୍ୟା ଦେଖା ଦେଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ମୋବାଇଲ ଫୋନ୍ ରଖିବା ଉଚିତ ନୁହେଁ-

  • ଆପଣ ତକିଆ ତଳେ ସ୍ମାର୍ଟଫୋନ୍ ରଖି ଶୋଉଛନ୍ତି କି? ତେବେ ଏହି ଅଭ୍ୟାସ ଦୂର କରନ୍ତୁ। ନଚେତ ଏମିତି କରିବା ଦ୍ୱାରା ଆଗାମୀ ଦିନରେ ସେମାନଙ୍କ ମୁଣ୍ଡବଥା ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖା ଦେଇଥାଏ।
  • ପିଲାଙ୍କ ପାଖରେ ବି ମୋବାଇଲ ରଖିବା ବିପଦପୂର୍ଣ୍ଣ ହୋଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ପିଲାଙ୍କ ପାଖରେ ଫୋନ୍ ରଖିବା ଦ୍ୱାରା ହାଇପରଏକ୍ଟିଭିଟି ଓ ଡିଫିସିଟ ଡିସଅର୍ଡର ଭଳି ସମସ୍ୟା ଦେଖା ଦେଇପାରେ।
  •  ଯେଉଁ ପୁରୁଷମାନେ ସେମାନଙ୍କ ପ୍ୟାଣ୍ଟର ସାମ୍ନା ପାର୍ଶ୍ୱ ପକେଟରେ ଫୋନ୍ ରଖୁଛନ୍ତି ସେମାନଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ପାଇଥାଏ। କେବଳ ଏତିକି ନୁହେଁ ସାମ୍ନା ପକେଟରେ ଫୋନ୍ ରଖିଲେ ପୁରୁଷଙ୍କ ସ୍ପର୍ମର ଗୁଣବତ୍ତା ନଷ୍ଟ ହୋଇଯାଇଥାଏ।
  • ସାର୍ଟ ପକେଟରେ ବି ମୋବାଇଲ ଫୋନ୍ ରଖିଲେ ଏଥିରୁ ବାହାରୁଥିବା ରେଡିଏସନ୍ ଆପଣଙ୍କ ହୃଦୟ ଉପରେ ପ୍ରଭାବ ପକାଇଥାଏ। ମୋବାଇଲ ରେଡିଏସନ୍ ଦ୍ୱାରା ହୃଦୟ ଦୁର୍ବଳ ହୋଇଯାଇଥାଏ।
  • ଯଦି ଆପଣଙ୍କ ଫୋନକୁ ରାତିସାରା ଚାର୍ଜଂରେ ଲଗାଇ ଶୋଉଛନ୍ତି ତେବେ ଏହା ଆପଣଙ୍କ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ କରିବ ଦ୍ୱାରା ଫୋନ୍ ବ୍ୟାଟେରୀ ଖୁବକମ୍ ସମୟ ମଧ୍ୟରେ ଖରାପ ହେବ ସହିତ ଚର୍ମ ଉପରେ ବି ଏହାର କୁପ୍ରଭାବ ପଡ଼ିଥାଏ।

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ! ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ! phone

ପଢନ୍ତୁ; ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?

Related posts

ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ସରଳ ଉପାୟ

Krishna Kumar Manoj

ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ

Krishna Kumar Manoj

ଝିଅମାନେ ପୁଅମାନଙ୍କୁ କେଉଁ ୫ ଟି ଗୁଣ ଲୁଚାଇ ଥାଆନ୍ତି ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More