VASTU

ରାତିରେ ଶୋଇବା ସମୟରେ ମୁଁଣ୍ଡ ପାଖରେ ରଖନ୍ତୁନାହିଁ ଏହି ୫ଟି ବସ୍ତୁ ହୋଇପାରେ ଅଶୁଭ

ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ କିଛି ଜିନିଷ ମୁଁଣ୍ଡ ପାଖରେ ରଖିବା ଅନୁଚିତ । ଏହାଦ୍ୱାରା ଆପଣଙ୍କ ଉଭୟ ଶାରୀରିକ ଓ ମାନସିକ କ୍ଷତି ଘଟିଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ୫ଟି ଜିନିଷ ଶୋଇବା ସମୟରେ ନିଜ ପାଖରେ ରଖିବା ଅନୁଚିତ ;

-କୌଣସି ପ୍ରକାର ଇଲେକ୍ଟ୍ରାନିକ୍ସ ଗ୍ୟାଜେଟ କିମ୍ବା ଲ୍ୟାପଟପକୁ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହାଦ୍ୱାରା ମାନସିକ ଅଶାନ୍ତି ଦେଖାଦେବାର ସମ୍ଭାବନା  ରହିଛି ।

– ନିଜ ବେଡର ଉପରି ଭାଗରେ କୌଣସି ଭୟଙ୍କର ଫଟୋ କିମ୍ବା ଶୋପିସ ରଖନ୍ତୁ ନାହିଁ ।ଏହାଦ୍ୱାରା ନକାରତ୍ମକ ଶକ୍ତିର ପ୍ରଭାବ  ଆପଣଙ୍କ ଉପରେ ପଡିଥାଏ ।

-ଶୋଇବା ସମୟରେ ନିଜ ମନିପର୍ସକୁ ମୁଁଣ୍ଡ ପାଖରେ ରଖିବା ଅନୁଚିତ ଏହାଦ୍ୱାରା ସବୁ ସମୟରେ ଆପଣଙ୍କୁ ଅର୍ଥ ସମ୍ବନ୍ଧୀୟ ଚିନ୍ତା ଘାରି ରହିବ ।

-ନିଜ ତକିଆ ତଳେ ଖବର କାଗଜ କିମ୍ବା ମ୍ୟାଗାଜିନ ରଖି ଶୁଅନ୍ତୁ ନାହିଁ , ଏଥିରେ ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ ।

– ଶୋଇବା ସମୟରେ ନିଜ ବେଡ ପାଖରେ ଯୋତା ,ଚପଲ ଆଦି ରଖିବାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟହାନୀ ତଥା ଧନହାନୀ ଦେଖାଦେଇଥାଏ ।

ପଢନ୍ତୁ;  ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ମିଳିଥାଏ ବିଭିନ୍ୟ ପ୍ରକାରର ପୋଷକ ତତ୍ତ୍ୱ ; ଆସନ୍ତୁ ଜାଣିବା ଏହାର ଉପକାରିତା

Related posts

ତଳେ ବସି ଖାଇବା ଦ୍ୱାରା ମିଳିଥାଏ ଅନେକ ସ୍ୱାସ୍ଥଗତ ଲାଭ ! ଜାଣନ୍ତୁ

ENO Beuro

ସବୁ ମନୋକାମନା ପୂର୍ଣ୍ଣ ହେବ ,ପାଠ କରନ୍ତୁ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର

ENO Beuro

ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ? ଆସନ୍ତୁ ଜାଣିବା

ENO Beuro

1 comment

Leave a Comment