VASTU

ଘରେ ରଖନ୍ତୁ ନାହିଁ ଏହି ସବୁ ସାମଗ୍ରୀ , ନଚେତ ପଡ଼ିପାରନ୍ତି ଅସୁବିଧାରେ!

ଆମ ନୀତିଦିନ ଜୀବନରେ ଆମେ ବ୍ୟବହାର କରୁଥିବା ଜିନିଷର ଭଲ ଏବଂ ଖରାପ ପ୍ରଭାବ ଆମ ଜୀବନଉପରେ ହିଁ ପଡ଼ିଥାଏ । କିଛି ସାମଗ୍ରୀ ଅଛି ଯାହାକୁ ଘରେ ରଖିଲେ ଆମେ ବିଭିନ୍ୟା ଅସୁବିଧାରେ ସମୁଖୀନ ହୋଇଥାଉ। ବେଳେ ବେଳେ ଏମିତି କେତେକ ସାମଗ୍ରୀ କିଣି ଆଣନ୍ତି, ଯାହାକୁ ଘରେ ରଖିଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଜାଣିରଖନ୍ତୁ କେଉଁ ସାମଗ୍ରୀ ଘରେ ରଖିଲେ,ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଆସନ୍ତୁ ଜାଣିବା ସେ ସବୁ ସାମଗ୍ରୀ କ’ଣ?

ଭଲପାଇବାର ପ୍ରତୀକ ହେଉଛି ତାଜମହଲ । କିଛି ଲୋକ ଏହାକୁ ଘରେ ଆଣି ସଜାଇ ଥାଆନ୍ତି । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ।

ଅନେକଙ୍କର ପଶୁ ବା ପକ୍ଷୀ ରଖିବାର ସୌକ ଥାଏ । କିଛି କିଛି ଲୋକ ବାଘ ଏବଂ ସିଂହକୁ ମଧ୍ୟ ପୋଷା କରି ନିଅନ୍ତି । ଯେଉଁମାନେ ନ କରି ପାରନ୍ତି ସେମାନେ ନିଜ ଘରେ ଫଟୋ ଲଗାଇ ଦିଅନ୍ତି । ତେବେ ଯଦି ଆପଣ କିଛି ହିଂସ୍ର ପ୍ରାଣୀଙ୍କର ଫଟୋ ଘରେ ଲଗାଉଛନ୍ତି ତେବେ ଘରେ ସବୁବେଳେ ଅଶାନ୍ତିର ବାତାବରଣ ଦେଖା ଯାଇଥାଏ ।

ବୁଡ଼ି ଯାଉଥିବା ଡ଼ଙ୍ଗା ଏବଂ ଜାହାଜର ଫଟୋ ଘରର କାନ୍ଥରେ ଲଗାନ୍ତୁ ନାହିଁ । ଏହାକୁ ଲଗାଇଲେ ପାରିବାରିକ ସଂପର୍କରେ ମତଭେଦ ଦେଖା ଯାଇଥାଏ।

ନଟରାଜ ମୂର୍ତ୍ତିକୁ ଯଦି ଆପଣ ଘରକୁ ସୁନ୍ଦର କରିବା ପାଇଁ ଆଣି ସଜାଇ ରଖୁଛନ୍ତି, ତେବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ନଟରାଜ ମୂର୍ତ୍ତିକୁ ଘରେ ଏବଂ ଅଫିସରେ ରଖିବା ଦ୍ୱାରା ଚିନ୍ତା ଲାଗି ରହିଥାଏ ।

ପଢନ୍ତୁ;

କପାଳ ଦେଖି ଜାଣନ୍ତୁ ବ୍ୟକ୍ତିର ଜୀବନ ସହ ଜଡିତ ସମସ୍ତ କଥା ସମ୍ପର୍କରେ !

Related posts

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?

ENO Beuro

ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

ENO Beuro

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ର ପିନ୍ଧିବା ସମୟରେ କିଛି ଧ୍ୟାନରେ ରଖନ୍ତୁ ଏହିସବୁ କଥା!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More