VASTU

ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

mahabharat

ବାସ୍ତୁଶାସ୍ତ୍ର ଅନୁସାରେ,ଏମିତି କିଛି ମୂର୍ତ୍ତି ରହିଛି ଯାହାକୁ ଦେଖିଲେ ଅଶୁଭଫଳ ମିଳିଥାଏ। ଏହି ସବୁ ମୂର୍ତ୍ତି ବିଷୟରେ ଜାଣିବା ନିହାତି ଦରକାର। ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

ଜାଣନ୍ତୁ ଘରେ କେଉଁ  ଭଗବାନଙ୍କର କେଉଁ ଭଳି  ମୂର୍ତ୍ତି ରଖିବେ ନାହିଁ

ଘରେ ଭଗବାନଙ୍କର ଯୁଦ୍ଧ କରୁଥିବା ଏବଂ ବିନାଶ କରୁଥିବା ଭଳି ମୂର୍ତ୍ତି ରଖିବା ଅନୁଚିତ । ଏଭଳି ମୂର୍ତ୍ତି ଦର୍ଶନ କରିବା ଦ୍ୱାରା ଦୁଃଖ ମିଳିଥାଏ । ତେଣୁ ସେହିଭଳି ମୂର୍ତ୍ତି ଘରେ ରଖିବା ଅନୁଚିତ।

ଏହା ସହିତ କୌଣସି ପ୍ରକାରର ଘଣ୍ଡିତ ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ ।

mahabharat

ଭଗବାନଙ୍କର ଏଭଳି ମୂର୍ତ୍ତି ରଖନ୍ତୁ ଯେଉଁଥିରେ ସେ ହସ ହସ ମୁହଁ ସହିତ ଆଶୀର୍ବାଦ ଦେଉଥିବା ଭଳି ରହିଥିବେ। କ୍ରୋଧିତ ଏବଂ ଉଦାସ ଭଳି ଚେହେରାରେ ଥିବା ପ୍ରତିମା ଦେଖିଲେ ନକରାତ୍ମକ ଶକ୍ତି ସଂଚାର ହୋଇଥାଏ ।

ଘର ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିଙ୍କ ଉଚ୍ଚତା ଆଙ୍ଗୁଠିର ଉଚ୍ଚତା ଠାରୁ ଅଧିକ ରହିବା ଉଚିତ।

ପଢନ୍ତୁ;ବହୁ ବିବାଦ ପରେ ରିଲିଜ ହେଲା ତାମିଲ ଫିଲ୍ମ ‘ସରକାର’

Related posts

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ର ପିନ୍ଧିବା ସମୟରେ କିଛି ଧ୍ୟାନରେ ରଖନ୍ତୁ ଏହିସବୁ କଥା!

ENO Beuro

ସତର୍କ ରୁହନ୍ତୁ , ଘରେ ଏହି ସବୁ ଫଟୋ ଥିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ

ENO Beuro

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ ?   

ENO Beuro

Leave a Comment