VASTU

ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି କି ? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

ଜୋତିଷ୍ୟଙ୍କ ମତ ଅନୁସାରେ ଯେଉଁ ମାନଙ୍କ କୁଣ୍ଡଳୀରେ ଗ୍ରହ ସମ୍ଭାଦୀୟ କିଛି ଦୋଷ ରହିଥାଏ ତେବେ ନକରାତ୍ମକ ଶକ୍ତି ତାଙ୍କ ପିଛା ଛାଡିନଥାଏ। ଏମିତି ଲୋକ ଅଛନ୍ତି ଯେଉଁ ମାନେ ବହୁତ ପରିଶ୍ରମ କରିଥାନ୍ତି, ତଥାପି ତାଙ୍କୁ ସଫଳତା ମିଳିନଥାଏ। କୁଣ୍ଡଳୀରେ ଖରାପ ଗ୍ରହଦୋଷ ଛଡା ଘରେ ଥିବା ବାସ୍ତୁଦୋଷ ପାଇଁ ମଧ୍ୟ ଘରେ ପରିଶାନ  ଦୂର ହୋଇନଥାଏ। ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ ସେହିଘରେ ମା ଲକ୍ଷ୍ମୀ ରହିନଥାନ୍ତି।

 ଘରେ ବାସ୍ତୁଦୋଷକୁ ଦୂର କରିବାକୁ ରଖନ୍ତୁ ନାହିଁ ଏହି ସବୁ ଜିନିଷ –

  • ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କର ଆର୍ଶୀବାଦ ଆପଣଙ୍କ ଉପରେ ସବୁବେଳେ ରହିବାକୁ , ତେବେ ଘରେ ଥିବା ଛିଣ୍ଡା ଚପଲ ଏବଂ ଅଦରକାରୀ ଜୋତା ଫିଙ୍ଗି ଦିଅନ୍ତୁ। ଯେଉଁ ଘରେ ଅଳିଆ ରହିଥାଏ , ସେହି ଘରେ ମା ଲକ୍ଷ୍ମୀ ବାସ କରିନଥାନ୍ତି।
  • ଯେଉଁ ଘର କାନ୍ଥରେ ଶିଉଳି ଲାଗିଥାଏ ଏବଂ ଘର ଅପରିଷ୍କାର ରହିଥାଏ ସେହି ଘରେ ମା ଲକ୍ଷ୍ମୀ ରହିନଥାନ୍ତି। ଶିଉଳି କାନ୍ଥରେ ନକରାତ୍ମକ ଶକ୍ତି ରହିଥାଏ , ତେଣୁ ତୁରନ୍ତ ଏହି କାନ୍ଥକୁ ସଫା କରନ୍ତୁ।
  • ଯେଉଁ ଘରେ ରାତିର ବାସନ ପଡିରହିଥାଏ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି। ଏଥିପାଇଁ କେବେ ବି ଖାଇବା ବାସନ ପକେଇ ରଖନ୍ତୁ ନାହିଁ।
  • ଘରର ମୁଖକବାଟ ସବୁବେଳେ ସଫସୁତରା ରଖନ୍ତୁ। କାରଣ ଏହି ସାମ୍ନାବାଟ ଦ୍ଵାରା ମା ଲକ୍ଷ୍ମୀ ଗୃହ ଭିତରକୁ ପ୍ରବେଶ କରିଥାନ୍ତି।

ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି କି ? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ maa laxmi

ପଢନ୍ତୁ;

ଶ୍ରୀଦେବୀଙ୍କୁ ନିଜର ସ୍ତ୍ରୀ ବୋଲି ମନେ କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ଦେଲେ ଶ୍ରଦ୍ଧାଞ୍ଜଳି, ଲେଖିଥିଲେ ୩୦୦୦ ଚିଠି

Related posts

କେଉଁ ବସ୍ତୁ ଦାନ କରିବା ଦ୍ଵାରା କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା 

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

Krishna Kumar Manoj

ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More