Loading...

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଖାସକରି କିଛି ଜିନିଷ ରାତ୍ରି ସମୟରେ ନିଜ ଠାରୁ ଦୂରରେ ରଖିବାର ଉପଦେଶ ଦିଆ ଯାଇଛି । ରାତ୍ରି ସମୟରେ କିଛି ଜିନିଷ ଏମିତି ଅଛି , ଯାହାକୁ କି ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଖାସକରି କିଛି ଜିନିଷ ରାତ୍ରି ସମୟରେ ନିଜ ଠାରୁ ଦୂରରେ ରଖିବାର ଉପଦେଶ ଦିଆ ଯାଇଛି । ରାତ୍ରି ସମୟରେ କିଛି ଜିନିଷ ଏମିତି ଅଛି , ଯାହାକୁ କି ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ । ଏହା ସିଧା ସଳଖ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ଥାଏ । ତେବେ ଆଜି ଆମେ କହିବୁ ଯେ କେଉଁ କେଉଁ ଜିନିଷ ରାତ୍ରିରେ ଶୋଇବା ବେଳେ ନିଜ ପାଖରେ ରଖିବା ଉଚିତ ନୁହେଁ । ତାହେଲେ ଆସନ୍ତୁ ଜାଣିବା ।

୧) ଆପଣଙ୍କୁ କହି ଦେଉଛୁ ଯେ ବାସ୍ତୁରେ ବିଶ୍ୱାସ ରଖୁ ଥିବା ଲୋକଙ୍କୁ ରାତ୍ରିରେ ଶୋଇବା ସମୟରେ ନିଜର ପର୍ସ ପାଖରେ ରଖିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଆପଣଙ୍କୁ ପଇସା ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡି ଥାଏ ।

odia_865455.jpeg

୨) ସେମିତି ଆଧୁନିକ ଗ୍ୟାଜେଟକୁ ବି ନିଜ ପାଖରେ ରଖି ଶୋଇବା ଦ୍ୱାରା ଆପଣଙ୍କ ଜୀବନ ଉପରେ ଏହାର ଭୁଲ ପ୍ରଭାବ ପଡି ଥାଏ । କୌଣସି ପ୍ରକାରର ଗ୍ୟାଜେଟ ଯେମିତି ଘଡି, ମୋବାଇଲ ରଖି କରି ଶୋଇବା ଉଚିତ ନୁହେଁ । ଏସବୁ ଯୋଗୁଁ ଆପଣଙ୍କ ନିଦରେ ବାଧା ଆସି ଥାଏ ।

୩) ଶୋଇବା ସମୟରେ ବେଡ଼ ପାଖରେ ଚପଲ ଉତାରିବା ବି ଶୁଭ ହୋଇ ନ ଥାଏ । ଏମିତି କଲେ ଆପଣଙ୍କୁ ରାତିରେ ଖରାପ ସପ୍ନ ଆସି ଥାଏ । ଏମିତିରେ ଏକ ଭଲ ନିଦ୍ରା ପାଇବା ପାଇଁ ରାତିରେ ନିଜର ଚପଲ ରୁମ ବାହାରେ ଉତାରିବା ଭଲ ହୋଇ ଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.