ଆପଣ ଭୁଲତରିକାରେ ଦୀପ ଜଳାଉଛନ୍ତି କି ? ଅସୁବିଧାରେ ପଡ଼ିପାରନ୍ତି ; ଜାଣନ୍ତୁ ଏହାର କାରଣ

ଅଧିକ ସମୟ ଧରି ଯଦି ଆପଣଙ୍କୁ ଦାରିଦ୍ରତା ଘାରି ରହିଛି ,ଏବଂ ଚାରିଆଡୁ ନୀରାଶ ଖବର ପାଉଛନ୍ତି ,ଏହା ମଧ୍ୟ ବାସ୍ତୁଦୋଷ କାରଣରୁ ହୋଇଥାଇପାରେ । ତାସହିତ ଆପଣଙ୍କୁ ସଚେତନା ହେବାକୁ ପଡିବ ଯେ ,ଆପଣ ଦୀପଜଳେଇବା ସମୟରେ ଅଜାଣତରେ କି କି ଭୁଲ କରୁଛନ୍ତି । ଠିକଭାବରେ ଦୀପ ଜଳେଇବାରେ କଣ କଣ ଲାଭ ମିଳିଥାଏ ,ଆସନ୍ତୁ ଜାଣିବା ;

-ଘରେ ଧନର କ୍ଷୟ ନହେବା ପାଇଁ ସର୍ବଦା ଦୀପକୁ ଉତ୍ତର ମୁଖା କରି ରଖନ୍ତୁ ।

-ଯଦି ଦୀପର ଅଗ୍ନିଭାଗକୁ  ପୂର୍ବଦିଶାରେ ରଖିବେ , ଏହାଦ୍ଵାରା ଆପଣ ନିରୋଗ ରହିବେ ଏବଂ ଶରୀରପାଇଁ ଲାଭଦାୟକ ଅଟେ ।

-ରୋଷେଇଘରେ ପାଣି ପିଇବା ଜାଗାରେ ଦୀପରଖିବା ଦ୍ଵାରା ଖରାପ ଆତ୍ମାର ପ୍ରଭାବ ପଡିନଥାଏ ।

-ଯଦି ଦୀପରେ କର୍ପୁରଦେଇ ଜଳେଇବେ , ଏହାଦ୍ଵାରା ନକରାତ୍ମକ ପ୍ରଭାବ ଦୂରହୋଇଥାଏ ।

-ସବୁଦିନ ଭଗବାନ ଶିବ ଏବଂ  ମା ତୁଳଶିଙ୍କ ପାଖରେ ଦୀପ ଜଳନ୍ତୁ , ଏହାଦ୍ଵାରା ଆପଣଙ୍କର ସବୁ ଅସୁବିଧା ଦୂର ହେବ ତାସହିତ  ସକରାତ୍ମକ ଶକ୍ତି ଜାତ ହେବ  ।

ପଢନ୍ତୁ ;

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ଘରେ ଧନର କ୍ଷୟ ନହେବା ପାଇଁ ସର୍ବଦା ଦୀପକୁ ଉତ୍ତର ମୁଖା କରି ରଖନ୍ତୁ - 4.4

87%

ରୋଷେଇଘରେ ପାଣି ପିଇବା ଜାଗାରେ ଦୀପରଖିବା ଦ୍ଵାରା ଖରାପ ଆତ୍ମାର ପ୍ରଭାବ ପଡିନଥାଏ - 3.9

77%
4.1/5

Very Good!

ଆପଣ ଭୁଲତରିକାରେ ଦୀପ ଜଳାଉଛନ୍ତି କି ? ଅସୁବିଧାରେ ପଡ଼ିପାରନ୍ତି ; ଜାଣନ୍ତୁ ଏହାର କାରଣ

ଅଧିକ ସମୟ ଧରି ଯଦି ଆପଣଙ୍କୁ ଦାରିଦ୍ରତା ଘାରି ରହିଛି ,ଏବଂ ଚାରିଆଡୁ ନୀରାଶ ଖବର ପାଉଛନ୍ତି ,ଏହା ମଧ୍ୟ ବାସ୍ତୁଦୋଷ କାରଣରୁ ହୋଇଥାଇପାରେ । ତାସହିତ ଆପଣଙ୍କୁ ସଚେତନା ହେବାକୁ ପଡିବ ଯେ ,ଆପଣ ଦୀପଜଳେଇବା ସମୟରେ ଅଜାଣତରେ କି କି ଭୁଲ କରୁଛନ୍ତି । ଠିକଭାବରେ ଦୀପ ଜଳେଇବାରେ କଣ କଣ ଲାଭ ମିଳିଥାଏ ,ଆସନ୍ତୁ ଜାଣିବା

No Votes Yet

You're not rated yet