ଜାଣିରଖନ୍ତୁ କେଉଁ ପୁରୁଷକୁ ବିବାହ କରିବାଦ୍ଵାରା ଜୀବନରେ ସୁଖଶାନ୍ତି ଭଙ୍ଗ ହୋଇଥାଏ?

ନିଜ ବିବାହକୁ ନେଇ ସବୁ ଝିଅ ସ୍ଵପ୍ନ ଦେଖିଥାନ୍ତି। ସବୁ ଝିଅମାନଙ୍କର ଇଚ୍ଛା ରହିଥାଏ ଗୋଟେ ଭଲ ସ୍ଵାମୀ ପାଇବାକୁ। ଯାହା ସହ ସୁଖରେ ଘର ସଂସାର କରିବା ପାଇଁ ସ୍ଵପ୍ନ ଦେଖିଥାଆନ୍ତି । କିନ୍ତୁ କେବେ କେବେ ଏହି ସୁନ୍ଦର ସ୍ଵପ୍ନକୁ ଖରାପ ସ୍ୱପ୍ନରେ ପରିବର୍ତନ ହେବାକୁ ଡେରି ଲାଗିଁଥାଏ । କେବେ କେବେ ମହିଳା ମାନେ ଏପରି ଭୁଲ ବ୍ୟକ୍ତିଙ୍କୁ ଜୀବନସାଥୀ ରୂପେ ବାଛିଥାନ୍ତି ଯାହା ଦ୍ୱାରା କି ତାଙ୍କ ପୁରା ଜୀବନ ନଷ୍ଟ ହେଇଥାଏ।

ଜାଣନ୍ତୁ କେଉଁ ପୁରୁଷଙ୍କୁ ବିବାହ କରିକି ମହିଳା ମାନେ କେବେ ବି ଖୁସିରେ ରୁହନ୍ତି ନାହିଁ ?

  • ସମ୍ମାନ ଦେଉନଥିବା ବ୍ୟକ୍ତି- କିଛି ଲୋକଙ୍କର ଚିନ୍ତାଧାରା ବହୁତ ପୁରୁଣା ହେଇଥାଏ ଏବଂ ଆଜି ମଧ୍ୟ ସେପରି ଲୋକେ ମହିଳାଙ୍କୁ ଠିକରେ ସମ୍ମାନ ଦେଇନଥାନ୍ତି । ତେଣୁ ଏପରି ପୁରୁଷଙ୍କୁ ମଧ୍ୟ ବିବାହ କରିବା ଉଚିତ ନୁହେଁ।
  • ହିଂସାପରାୟଣ ବ୍ୟକ୍ତି–ଆଜି ମଧ୍ୟ ଅନେକ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ଏବଂ ଅନେକ ଏପରି କାପୁରୁଷ ମାନେ ମହିଳା ଙ୍କ ଉପରକୁ ହାତ ଉଠାଇବାକୁ ପଛନ୍ତି ନାହିଁ।
  • ନିଶା ଖାଉଥିବା ବ୍ୟକ୍ତି – ଯେଉଁ ବ୍ୟକ୍ତି ସର୍ବଦା ନିଶାରେ ବୁଡି ରହିଥାନ୍ତି ସେପରି ବ୍ୟକ୍ତିଙ୍କୁ ବିବାହ କରିବା ମହିଳାଙ୍କର ମୂର୍ଖାମୀ ଅଟେ । ତେଣୁ ଏପରି ପୁରୁଷଙ୍କୁ ଭୁଲରେ ବି ବିବାହ କରିବା ଉଚିତ ନୁହେଁ।
  • ଅୟସୀରେ ବୁଡି ରହୁଥିବା ବ୍ୟକ୍ତି – ଯେଉଁ ବ୍ୟକ୍ତି ସର୍ବଦା ହଜାରେ ନାରୀଙ୍କ ସହ ଯୌନ ପିପାସାରେ ବୁଡି ରହିଥାନ୍ତି ସେପରି ବ୍ୟକ୍ତିଙ୍କୁ କେବେ ହେଲେ ବିବାହ କରି ସ୍ତ୍ରୀ ଶାନ୍ତିରେ ରହିପାରନ୍ତି ନାହିଁ।

ପଢନ୍ତୁ;

ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More