• Home
  • ASTRO
  • VASTU
  • ଜାଣିରଖନ୍ତୁ ସକାଳୁ ଉଠିବା ସମୟରେ କେଉଁ ଜିନିଷ ଦେଖିଲେ ଆମ ଦିନଟି ଅମଙ୍ଗଳରେ କଟିଥାଏ ?
VASTU

ଜାଣିରଖନ୍ତୁ ସକାଳୁ ଉଠିବା ସମୟରେ କେଉଁ ଜିନିଷ ଦେଖିଲେ ଆମ ଦିନଟି ଅମଙ୍ଗଳରେ କଟିଥାଏ ?

ଆମେ ସକାଳୁ  ଉଠିବା ମାତ୍ରେ କିଛି କାମ କରିଥାଉ ବା ଭଲ ଜିନିଷ ଦେଖିଥାଉ, କାରଣ କୁହାଯାଏ ଯଦି ସଖାଳୁ କିଛି ଭଲ କାମ କାଲେ  ବା ଭଲ ଜିନିଷ ଦେଖିଲେ  ଆମ ଦିନଟି ଭଲରେ କଟି ଥାଏ । ଯଦି ସଖାଳୁ ଉଠିବା ସମୟରେ ଆମେ କିଛି ଖରାପ ସ୍ୱପ୍ନ ଦେଖୁ ବା ଖରାପ ଜିନିଷ ଭାବୁ ଆମ ଦିନଟି ଭଲରେ କାଟେ ନାହିଁ, ସେଥି ପାଇଁ ସାଧୁ ମାନେ କୁହନ୍ତୁ ସଖାଳୁ କିଛି ମନ୍ତ୍ର ବା ଭଗବାନଙ୍କ ନାମ ନେଲେ ଆମ ଦିନଟି ଭଲରେ କଟିଥାଏ।

ସକାଳୁ ଉଠିବା ମାତ୍ରେ ଶଯ୍ୟାରେ ରହି ମା ଲକ୍ଷ୍ମୀ ଏବଂ ସରସ୍ଵତୀଙ୍କ ମନ୍ତ୍ର  ଧ୍ୟାନରେ ରହି ଜପିପାରିବେ। ଏହାଦ୍ଵାରା ଦିନଟି ମଙ୍ଗଳରେ କଟିଥାଏ।

ତେବେ ଏବେ  ଜାଣିରଖନ୍ତୁ ସକାଳୁ କେଉଁ ଜିନିଷ ଦେଖିଲେ ଦିନଟି ଅଶୁଭ ହୋଇଥାଏ,ଯାହା ପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ-

  •  ସକାଳୁ ଉଠିଲେ ପ୍ରଥମେ ଆଇନ ଦେଖନ୍ତୁ ନାହିଁ, ଏହା ଦ୍ୱରା ଦିନଟି ଅଶୁଭ ହେଇଥାଏ।
  • ନିଜର ଛାଇ ବା ଅନ୍ୟ କାହାର ଛାଇ ସଖାଳୁ ଦେଖନ୍ତୁ ନାହିଁ, ଦେଖିଲେ ଦିନସାରା ଆପଣଙ୍କ ମନରେ ଭୟର ବାତାବରଣ ରହିବ।
  • ହିଂସ୍ର ପଶୁଙ୍କ ଫଟୋ ଚିତ୍ର ଦେଖନ୍ତୁ ନାହିଁ, ଏହି ଚିତ୍ର ଦେଖିବା ଫଳରେ ମନରେ ରାଗ ଶକ୍ତି ଆସେ ଆଉ ଚିଡ ଚିଡ ଲାଗେ । ପୁରା ଦିନଟି କଳହ ପୂର୍ଣ୍ଣ ରହେ।

ଜାଣିରଖନ୍ତୁ ସକାଳୁ ଉଠିବା ସମୟରେ କେଉଁ ଜିନିଷ ଦେଖିଲେ ଆମ ଦିନଟି ଅମଙ୍ଗଳରେ କଟିଥାଏ ? morning

ପଢନ୍ତୁ ;

କେଶ ସମସ୍ୟାକୁ ଦୂର କରେ ଗେଣ୍ଡୁ ଫୁଲ ,ଜାଣନ୍ତୁ କିପରି ?

Related posts

ଛାତ୍ରମାନେ ସର୍ବଦା କେଉଁ ସବୁ କଥାରୁ ଦୂରେଇ ରହିବା ଉଚିତ ଜାଣନ୍ତୁ ? 

Krishna Kumar Manoj

ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ?

Krishna Kumar Manoj

ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି ? କେତେବେଳେ ସର୍ପ ଦେଖିଲେ ଶୁଭଫଳ ପ୍ରାପ୍ତି ହୁଏ, ଜାଣି ରଖନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More