• Home
  • LIFESTYLE
  • ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ
LIFESTYLE

ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ

ଆଜିକାଲି ସମସ୍ତଙ୍କ ଘରେ ଫ୍ରିଜ ଅଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବାକୁ ସଚେତ ରଖିବାକୁ ସମସ୍ତେ ଫ୍ରିଜ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିନଥିବେ କେତେକ ଖାଦ୍ୟ ପଦାର୍ଥ ରହିଛି ଯେଉଁଗୁଡ଼ିକୁ ଫ୍ରିଜ୍‌ରେ ରଖିଲେ ନଷ୍ଟ ହୋଇଯାଏ ଅବା ସେଗୁଡ଼ିକର ସ୍ୱାଦ ବଦଳି ଯାଏ।

ତେବେ ଆସନ୍ତୁ ଜାଣିବା ଏଭଳି ୫ଟି ଖାଦ୍ୟ ପଦାର୍ଥ ବିଷୟରେ ଯାହାକୁ ଫ୍ରିଜରେ ରଖିବା ଅନୁଚିତ-

  • କଫି ମଞ୍ଜି– ଅଧିକାଂଶ ଲୋକ କଫି ମଞ୍ଜିକୁ ଫ୍ରିଜରେ ରଖନ୍ତି। ଏପରି କଲେ ଆପଣ ଦୁଇ ପ୍ରକାରେ କ୍ଷତିରେ ପଡ଼ିବେ। ପ୍ରଥମ- କଫିର ବାସ୍ନା ଅନ୍ୟସମସ୍ତ ଖାଦ୍ୟ ପଦାର୍ଥରେ ଚରି ଯାଏ। ତେଣୁ ସେଗୁଡ଼ିକ କଫି ପରି ବାସ୍ନା ହୁଏ। ଦ୍ୱିତୀୟ- ଫ୍ରିଜ୍‌ରେ ଥିବା ଅନ୍ୟ ଖାଦ୍ୟ ପଦାର୍ଥଗୁଡ଼ିକର ବାସ୍ନା କଫିରେ ପଶିଯାଏ। ତେଣୁ ପୂରା କଫି ଖରାପ ହୋଇଯାଏ।
  • କଦଳୀ– କଦଳୀକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହା ଦ୍ୱାରା କଦଳୀ ନରମ ହୋଇଯାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।
  • ଟମାଟୋ– ଅଧିକାଂଶ ଲୋକ ଟମାଟୋକୁ ଫ୍ରିଜରେ ରଖିଥାନ୍ତି। ଆପଣ ବି ରଖୁଥିବେ? ଯଦି ରଖୁଥିବେ ତା’ହେଲେ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଟମାଟୋକୁ ଅତି କମ୍‌ ତାପମାତ୍ରାରେ ଷ୍ଟୋର କରି ରଖିଲେ ତା’ର ସ୍ୱାଦ ବଦଳି ଯାଏ। ଏହା ସହିତ ଏହା ଶୀଘ୍ର ଖରାପ ହୋଇଯାଏ।
  • ରସୁଣ– ଫ୍ରିଜରେ ରସୁଣ ରଖିବା ଉଚିତ ନୁହେଁ। ଫ୍ରିଜ୍‌ରେ ରଖିଲେ ରସୁଣ ଶୁଖିଯାଏ। ଏଥିପାଇଁ ରସୁଣକୁ ସବୁବେଳେ ସାମାନ୍ୟ ତାପମାତ୍ରାରେ ରଖନ୍ତୁ।

ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ fridge

 

ପଢନ୍ତୁ;ଗଣେଶଙ୍କର କେଉଁ ଆକୃତିର ମୂର୍ତ୍ତିକୁ ଘରେ କିମ୍ବା ଦୋକାନରେ ରଖି ପୂଜା କରିବା ଉଚିତ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ କଣ ଲାଭ ହୁଏ ଜାଣନ୍ତୁ ?

Krishna Kumar Manoj

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ?ହୋଇପାରନ୍ତି ପ୍ରେମରେ ବିଫଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More