• Home
  • ASTRO
  • VASTU
  • ଆପଣ ଜାଣନ୍ତି କି? ଏମିତି କେତେକ ଜିନିଷ ଅଛି ଯାହାକୁ ଛୁଇଁଲେ ଅଶୁଭ ହୋଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ
VASTU

ଆପଣ ଜାଣନ୍ତି କି? ଏମିତି କେତେକ ଜିନିଷ ଅଛି ଯାହାକୁ ଛୁଇଁଲେ ଅଶୁଭ ହୋଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

ଆମ ନୀତିଦିନ ଜୀବନରେ ଏମିତି କେତେକ ଜିନିଷ ଅଛି ଯାହାକୁ ଛୁଇଁବା ମନା। ସେସବୁକୁ ଛୁଇଁଲେ ଅଶୁଭ ମନା ଯାଏ। ତେଣୁ କେଉଁ ଜିନିଷ ଛୁଇଁବା ଦ୍ଵାରା ଦିନଟି ଅମଙ୍ଗଳରେ କଟିଥାଏ , ସେ ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

ଆସନ୍ତୁ ଜାଣିବା କେଉଁ ଜିନିଷ ଦେହରେ ବାଜିଗଲେ ଅଶୁଭ ହୋଇଥାଏ-

  • ମସାଣି ନିଆଁର ଧୂଆଁ ଯଦି ଦେହରେ ବାଜେ ତେବେ ତାହା ପରିବାର ପାଇଁ ଅଶୁଭ ବୋଲି ବିଶ୍ୱାସ ରହିଛି। ଆପଣ ମନେ ରଖନ୍ତୁ କାହାର ବି ଜୁଇ ନିକଟରୁ ନିଜକୁ ଦୂରେଇ ରଖିବା ପାଇଁ। କେବଳ ସେତିକି ନୁହେଁ, ମୃତ ଦେହ, ଶବ ପୋଡ଼ା ଯାଇଥିବା କାଠ ଏବଂ ସେ କାର୍ଯ୍ୟରେ ଲାଗିଥିବା ଏମିତି ଗୁଡ଼ାଏ ନିଜିଷକୁ ଛୁଇଁବା ପାଇଁ ବାରଣ କରାଯାଇଛି।
  • କୌଣସି ମୃତ ଶବ ପୋଡ଼ା ଯାଇଥିବା ସ୍ଥାନକୁ। ଆବଶ୍ୟକ ନପଡ଼ିଲେ ସେ ଭୂଇଁଙ୍କୁ ଛୁଅନ୍ତୁ ନାହିଁ ଯେଉଁଠି କେହି ପୋଡ଼ା ଯାଇଛନ୍ତି। ଯଦି ବି କୌଣସି କାରଣରୁ ଛୁଇଁବାକୁ ପଡୁଛି ତେବେ ଛୁଇଁ ସାରି ନିଶ୍ଚୟ ସ୍ନାନ କରନ୍ତୁ।
  • ଗାଧୋଇବା ପୂର୍ବରୁ ଠାକୁର ଫଟୋ, ମୂର୍ତ୍ତି କିମ୍ବା ଭୋଗ ଥାଳି ଆଦି ଛୁଅଁନ୍ତୁ ନାହିଁ। ସେପରି କଲେ ଭଗବାନ ଅସୁନ୍ତୁଷ୍ଟ ହୋଇଥାନ୍ତି ବୋଲି କଥା ରହିଛି।
  • କୁକୁର ଯଦି ପାଳୁଛନ୍ତି , ଗାଧେଇବା ପରେ ଛୁଇଁଲେ ଅଶୁଭ ମନା ଯାଏ । ଶାସ୍ତ୍ରରେ ଲେଖାଯାଇଛି ଯେ କୁକୁର ଏକ ଅସ୍ପୃହ୍ୟ ପଶୁ। ଗାଧେଇ ସାରିବା ପରେ ଆଦୌ ବି କୁକୁର ଛୁଇଁବା କଥା ନୁହେଁ।
  • କୌଣସି ଖାଦ୍ୟକୁ ଗୋଡ଼ରେ ଛୁଅଁନ୍ତୁ ନାହିଁ। ଏମିତି କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏମିତି କରୁଥିବା ଲୋକ ପରବର୍ତ୍ତୀ ମୁହୂର୍ତ୍ତରେ ଖାଇବାକୁ ପାଇନଥାନ୍ତି।

ଆପଣ ଜାଣନ୍ତି କି? ଏମିତି କେତେକ ଜିନିଷ ଅଛି ଯାହାକୁ ଛୁଇଁଲେ ଅଶୁଭ ହୋଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ god 2

ପଢନ୍ତୁ;

ମୁହଁରୁ ବ୍ରଣ ଦୂର କରିବା ପାଇଁ ଲୁଣକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Related posts

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

Krishna Kumar Manoj

ଗୀତାରେ ବର୍ଣ୍ଣନାନୁଯାୟୀ ଭକ୍ତ କିପରି ହେବା ଦରକାର ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More