• Home
  • LIFESTYLE
  • ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରୁଛନ୍ତି କି ? ଏହା ଶରୀର ପ୍ରତି ହାନିକାରକ ଅଟେ , ଜାଣନ୍ତୁ ଏହାର କାରଣ କଣ
LIFESTYLE

ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରୁଛନ୍ତି କି ? ଏହା ଶରୀର ପ୍ରତି ହାନିକାରକ ଅଟେ , ଜାଣନ୍ତୁ ଏହାର କାରଣ କଣ

ମୋବାଇଲ ଆଜି ଆମ ଜୀବନର ଏକ ଜରୁରୀ ଜିନିଷ ହେଇଯାଇଛି ।  ଯେଉଁଠାରେ ଆମେ ଦିନ ସାରା ମୋବାଇଲ ଫୋନର ବ୍ୟବହାର କରୁଛେ । ଯଦି ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତୁ ତାହାଲେ  ସାବଧାନ ହେଇଯାନ୍ତୁ । କାରଣ ଏହା ଆପଣଙ୍କ ସ୍ଵାସ୍ଥ ପାଁଇ ହାନିକାରକ ଅଟେ ।

ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରୁଛନ୍ତି କି ? ଏହା ଶରୀର ପ୍ରତି ହାନିକାରକ ଅଟେ , ଜାଣନ୍ତୁ ଏହାର କାରଣ କଣ cell phone

ଏବେ ଆପଣ ଚିନ୍ତା କରିବାରେ ଲାଗିପଡନ୍ତୁ ନାହିଁ ।  ପ୍ରଥମେ  ନିମ୍ନରେ ଲେଖଥିବା ବିଷୟକୁ ଭଲ ଭାବରେ ଧ୍ୟାନ ଦେଇ ପଢନ୍ତୁ ;

  1. କମ ଶୋଇବା:
    ହାବାର୍ଡ ୟୂନିବାରସିଟିର ଏକ ରିପୋର୍ଟ ଅନୁସାରେ “ଅଧିକାଂଶ ଲୋକେ ଶୋଇବା ପୂର୍ବରୁ ବିଛଣା ଉପରେ ଫୋନର ବ୍ୟବହାର କରିଥାନ୍ତି ” , କିନ୍ତୁ ଆପଣ ଏହା ଜାଣିରଖନ୍ତୁ କି ଏହି ମୋବାଇଲର ବ୍ୟବହାର ଶରୀରରେ ଥିବା ମେଲାଟୋଟିନ ହରମୋହନର ସ୍ତର କମାଇ ଦେଇଥାଏ।
  2. ଆଖିର ଶକ୍ତି କମିଥାଏ:
    ଆମେରିକାର ମାସକୁଳର ଦିଜନେସନ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ ,ମୋବାଇଲ ଅଧିକ ବ୍ୟବହାର କରିବା ଦ୍ୱାରା ଆଖିର ଶକ୍ତି କମି ଯାଇଥାଏ।
  3. ଦୁଶ୍ଚିନ୍ତା ବଢିଥାଏ:
    ୟୂନିବାରସିଟି ଅଫ ବର୍ଷେସ୍ତରର ରିପୋର୍ଟ ଅନୁସାରେ ଅଧିକ ରାତିରେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ଦୁଶ୍ଚିନ୍ତା ବଢିଥାଏ ।
  4. ଥକାପଣ:
    ରାତିରେ ଅଧିକ ଡେରିରେ ଶୋଇବା ଦ୍ୱାରା ଥକାପଣ ଅନୁଭବ ହେଇଥାଏ ।
  5. ରେଡନେସରେ ଅସୁବିଧା:
    ରାତିରେ ଶୋଇବା ପୂର୍ବରୁ ଅଧିକ ଡେରି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖିରେ ଥିବା ରେଡନେସରେ ଅସୁବିଧା ଦେଖାଦେଇଥାଏ ।

ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରୁଛନ୍ତି କି ? ଏହା ଶରୀର ପ୍ରତି ହାନିକାରକ ଅଟେ , ଜାଣନ୍ତୁ ଏହାର କାରଣ କଣ phone 1

ପଢନ୍ତୁ ;

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ

Related posts

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ?

Krishna Kumar Manoj

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

Krishna Kumar Manoj

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More