POLITICALS

କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

ଏପ୍ରିଲ ୨୯ରେ ହେବାକୁ ଥିବା ରାଜ୍ୟର ଶେଷ ୬ ଲୋକସଭା ଆସନ  ମଧ୍ୟରୁ ସବୁଠୁ ଚର୍ଚ୍ଚାରେ ଅଛି କେନ୍ଦ୍ରାପଡ଼ା । ଏଠି ହେଉଛି ନେତା-ଅଭିନେତା ଓ ଆଇନଜୀବୀ ମଧ୍ୟରେ ଟକ୍କର। ସବୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ହେଭିୱେଟ୍‌ ନେତା। ତେବେ କେନ୍ଦ୍ରାପଡ଼ାରେ ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ମୁଦ୍ଦାକୁ ଧରି ଭୋଟରଙ୍କ ମନ ଜିଣିବାକୁ ପ୍ରଚାରକୁ ସେତିକି ଘମାସାନ କରିବାରେ ଲାଗିଛନ୍ତି ।

ବିଜେପିରୁ ଏଥର ଏଠି ପ୍ରାର୍ଥୀ ହୋଇଥିବା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର ଲାଗି ବିଜେପି ଷ୍ଟାର କ୍ୟାମ୍ପେନରଙ୍କ ଲାଇନ୍ ଲାଗିଛି ।  ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଡି.ଏସ. ଲ କଲେଜରୁ ରୋଡ୍‌ ଶୋ’  ଆରମ୍ଭ କରିଛନ୍ତି। ଏହି ରୋଡ୍‌ ଶୋ’ ଉଭୟ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବ।

Related posts

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

ENO Beuro

ଜୁଏଲ ଓରାମଙ୍କ ଦିଲ୍ଲୀ ଘରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Ratnamani Moharana

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

Ratnamani Moharana

1 comment

Leave a Comment