February 17, 2019

କାଳ ହେଲା ପରକୀୟା ପ୍ରୀତି,ପତ୍ନୀ ଏବଂ ପ୍ରେମିକକୁ ହତ୍ୟା କଲା ସ୍ଵାମୀ

murder

ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ

ସହି ପାରିଲେ ନାହିଁ ପତ୍ନୀଙ୍କ ପରକୀୟା ପ୍ରୀତି। ନିଜ ଘରେ ଆଖି ସାମ୍ନାରେ ଧରମ ଭାଇ ସହ ପତ୍ନୀଙ୍କ ଶାରୀରିକ ସମ୍ପର୍କ ଦେଖି ନିଜକୁ ଆୟତ୍ତ କରିପାରିଲେନି। ଘରେ ଥିବା ଏକ ଲୁହା ରଡରେ ପତ୍ନୀ ଲକ୍ଷ୍ମୀପ୍ରିୟା(୩୫) ଓ ତାଙ୍କ ପ୍ରେମିକ ପ୍ରଦୀପ ଦେ (୩୨) ଙ୍କୁ ପିଟି ପିଟି ହତ୍ୟା କଲା ସ୍ଵାମୀ। ଏଭଳି ଏକ ଅଭାବନିୟ ଘଟଣା ବାଲେଶ୍ଵର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।

ପଢନ୍ତୁ;  କୁମ୍ଭମେଳାରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଗଲେ ବିହାରର ରାଜ୍ୟପାଳ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More