News

ଡିଆରଡିଓ ମୁଖ୍ୟଙ୍କ ଖୁଲାସା : ୨୦୧୨ ରେ ଉପା ସରକାର ଦେଇନଥିଲା ଅନୁମତି

କାଲି ପରୀକ୍ଷା କରାଯାଇଥିବା ଉପଗ୍ରହ ବିଧ୍ଵଂସୀ  ପ୍ରଣାଳୀ ପରୀକ୍ଷଣ ସଫଳ ହେବା ପରେ ଚାରିଆଡେ ଦେଖାଯାଇଥିଲା ଖୁସିର ଲହରୀ। ମୋଦି ସରକାର ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏପରି କରଥିବା ନେଇ ବିରୋଧୀ ଦଳଗୁଡିକୁ ସମାଲୋଚନା  କରିଥିଲା। ଏହି ସମାଲୋଚନାକୁ ଡିଆରଡିଓ ମୁଖ୍ୟ ଭି କେ ସାରସ୍ଵତ  ଅସ୍ଵୀକାର କରିଛନ୍ତି। ସେ କହିଛନ୍ତିକି, ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଲାବେଳେ କିଛି ଡେଡ ଲାଇନ  ଦେଇନଥିଲେ। ଓଲଟା ମୋଦି କହିଥିଲେକି, ଯେତେବେଳେ ଏହି  ଟେକନୋଲୋଜି  ବିକଶିତ ହେବ ସେତେବେଳେ ପରୀକ୍ଷଣ କରିନବ।

 

ସାରସ୍ଵତ  ଏହା ମଧ୍ୟ କହିଛନ୍ତି କି, ୨୦୧୨ ରେ ଯେତେବେଳେ ଏହି ପ୍ରକଳ୍ପ ପାଇଁ ତତ୍କାଳୀନ ସରକାରଙ୍କୁ ପତ୍ର ଲେଖି ଅନୁମତି ଲୋଡିଥିଲେ ହେଲେ ଅନ୍ତର୍ଜାତିକ ଚାପ ପଡିବାର ଭୟରେ ମନମୋହନ ସିଂ  ସରକାର ସ୍ବୀକୃତି ଦେଇନଥିବା କହିଛନ୍ତି।

ପଢନ୍ତୁ: ୧ ରେ ଅମିତ ଶାହା ଓ ୨ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗ୍ରସ୍ତ

Related posts

ଆଜି ବିଶ୍ୱ ପଖାଳ ଦିବସ , ଓଡିଆଙ୍କ ପ୍ରିୟ ଖାଦ୍ୟ

ENO Beuro

ନିର୍ମାଣାଧୀନ ବୋମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପଣ୍ଡା ଇନଫ୍ରା ସଂସ୍ଥା ମାଲିକ ପ୍ରତାପ କିଶୋର ପଣ୍ଡା ଙ୍କ ଆତ୍ମସମର୍ପଣ

ENO Beuro

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

Leave a Comment