Entertainment

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର

Ayushmann Dreamgirl 2 0

ଏବେ ଏବେ ଜାତୀୟ ଫିଲ୍ମ ଫେୟାର୍‌ ପୁରସ୍କାର ବେଷ୍ଟ ଆକ୍ଟରର ପୁରସ୍କାର ପାଇଥିବା ଅଭିନେତା ଆୟୁଷ୍ମାନ୍ ଖୁରାନା। ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆୟୁଷ୍ମାନ ନିଜର କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର ନିମନ୍ତେ। ଏଥିରେ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ସୀତା ଭୂମିକାରେ ନଜର ଆସିବେ।

 097955a4 Bce5 11e9 9bc9 C6f10a5dc6e3

ଆୟୁଷ୍ମାନଙ୍କ ଧମାକାଦାର ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ଏହା ମନୋରଞ୍ଜନର ବେଶ ଖୋରାକ ଯୋଗାଇଛି। ରାମ ଲୀଳାରେ ଆୟୁଷ୍ମାନଙ୍କ ଏଣ୍ଟ୍ରି ପରେ ହଙ୍ଗାମା ହେଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଜବରଦସ୍ତ କମେଡି ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ ସେପ୍ଟେମ୍ବର ୧୩ରେ ସ୍କ୍ରିନକୁ ଆସିବାର ସୂଚନା ରହିଛି।

Download

ପଢନ୍ତୁ: ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର, ତଳମୁଣ୍ଡ ବର୍ଷାକୁ ଦେଖି ପାଣି ଛାଡ଼ିବ ହୀରାକୁଦ

Related posts

ଆନନ୍ଦଙ୍କୁ କାହିଁକି ବିବାହ କଲେ ସୋନାମ? ଜାଣନ୍ତୁ କାରଣ

ENO Beuro

ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ହେବେ ଜାହ୍ନବୀ କପୁର

ENO Beuro

ପଦ୍ମାବତ୍‌ର ମୁକ୍ତିଲାଭକୁ ନେଇ ବିରୋଧ ଏବଂ ହିଂସା

ENO Beuro

1 comment

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’ August 17, 2019 at 1:20 pm

[…] ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡ… August 13, 201941 […]

Leave a Comment