LIFESTYLE

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ରୋଷେଇଘରେ ଥିବା ଗୋଲମରିଚ ଖାଦ୍ୟରେ ନିଜର ନିଆରା ସ୍ୱାଦ ଆଣିଥାଏ । ଏହା ଶରୀର ପାଇଁ ବେଶ ଉପକାରୀ । ସେଥିପାଇଁ କିଛି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ଆପଣଙ୍କର ଉପକାର କରିବ । ଆସନ୍ତୁ ଜାଣିବା ଗୋଲମରିଚ ସହ ଉଷୁମ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ ।

ଗୋଲମରିଚ ସହ ଉଷୁମ ପାଣିର ଉପକାରିତା

ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ କରିଥାଏ । ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।

ଏହା ପାଚନକ୍ରିୟାକୁ ତ୍ୱରାନ୍ୱିତ କରିବା ଫଳରେ ଓହନ ହ୍ରାସ ହୋଇଥାଏ । ଏଥିରେ ଥିବା ଗୁଣକାରୀ ତତ୍ତ୍ୱ ଗଣ୍ଠିବ୍ୟଥାରୁ ରକ୍ଷା କରିଥାଏ ।ପେଟ କାଟୁ ଥିଲେ ଗୋଲମରିଚ ସହ ଉଷୁମ ପାଣି ପିଇବା ଦ୍ଵାରା ଆରମ ମିଳିଥାଏ ।

ଏହା ଶରୀରର କ୍ଷତିକାରକ ତତ୍ତ୍ୱକୁ ବାହାର କରିଥାଏ । ଫଳରେ କୋଷ୍ଠକାଠିନ୍ୟ ପରି ଅସୁବିଧାରୁ ମୁକ୍ତି ମିଳିଥାଏ । ଏଥିରେ ଆଇରନ୍‌ ରହିଥାଏ । ଏହା ରକ୍ତ ଅଭାବ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।ଏହା ଶରୀର ପାଇଁ ବହୁତ ଉପକାରୀ ।

ଏଥିରେ ଥିବା ପୋଟାସିୟମ ବ୍ଲଡ଼ପ୍ରେସର ନିୟନ୍ତ୍ରଣକୁ ଆଣିଥାଏ । ଏହା କର୍କଟ ପରି ଭୟଙ୍କର ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ କାର୍ବୋହାଇଡ଼୍ରେଟ ଥିବା ଯୋଗୁଁ ଏହା ଶକ୍ତିବୃଦ୍ଧି କରିବା ସହ ଦୁର୍ବଳତା ପରି ସମସ୍ୟାରୁ ରକ୍ଷା କରେ ।

ପଢନ୍ତୁ ;

ଭାଲେଣ୍ଟାଇନ ଡେ’କୁ ନିଆରା ଭାବରେ ପାଳନ କରିବାକୁ ଚହୁଁଛନ୍ତି କି?ତେବେ ଜାଣନ୍ତୁ କିଭଳି କରିବେ ଯୋଜନା

Related posts

କ’ଣ ଧୂପକାଠି ଧୂଆଁ ଶରୀରପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆପଣ ଖାଲି ପେଟ ରେ ଚା’ ପିଅନ୍ତି କି ? ଜାଣିରଖନ୍ତୁ ଖାଲି ପେଟ ରେ ଚା’ ପିଇଲେ କଣ ଅସୁବିଧା ହୋଇଥାଏ

ENO Beuro

Leave a Comment