LIFESTYLE

ଫ୍ରିଜର ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତୁ ?

ଗରମ ଦିନେ ସମସ୍ତେ ପ୍ରାୟତଃ ପ୍ରଚୁର ପାଣି ପିଅନ୍ତି । ଗରମ ଦିନେ ବିଶେଷ କରି ସମସ୍ତେ ଥଣ୍ଡା ପାଣି ପିଇ ଥାଆନ୍ତି । କିଛି ଲୋକ ଫ୍ରିଜର ଥଣ୍ଡା ପାଣି ସବୁ ବେଳେ ପିଅନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

୫ଟି ବଡ କ୍ଷତିର କାରଣ ଯାହାକି ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ୱାରା ହୋଇଥାଏ

  • ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ୱାରା ଥଣ୍ଡା , କାଶ ହୋଇଥାଏ ।
  • ଥଣ୍ଡା ପାଣିରେ ଶାରୀରିକ ତନ୍ତ୍ର ସଙ୍କୋଚନ ଏକ ନିତିଦିନିଆ ସମସ୍ୟା ଅଟେ କିନ୍ତୁ ଯଦି ଚେଷ୍ଟା କରିବା ଦ୍ୱାରା ବାରମ୍ବାର ସଙ୍କୋଚନ ହେବା ଏହାର ପ୍ରଭାବ ପାଚନ କ୍ରୟାରେ ପଡିଥାଏ ଯାହାକି ହୃଦୟର ପ୍ରଭାବିତ ହୋଇପାରେ ।
  • ଶରୀର ଥଣ୍ଡା ପାଣି ପାଇଁ ଶିଘ୍ର ଅଭ୍ୟାସ ହୋଇ ନଥାଏ ଯାହା ପାଇଁ ବହୁ ଥର ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହୋଇଯାଏ । ଖରାପ ଗଳାରେ ନା କେବଳ କଥା ନୁହଁ ବହୁ କଷ୍ଟ ହେବା ସହିତ ତଂଟି ଖାରି ନେଲା ପରି ଲାଗିଥାଏ ।
  • ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ୱାରା ପେଟ ସଙ୍କୋଚନ ହୋଇଯାଏ ଓ ପରିମାଣ ସରୂପ ଖାଦ୍ୟ ଠିକରେ ହଜମ ହୁଏ ନାହିଁ। ବାରମ୍ବାର ପେଟରେ ଖାଦ୍ୟ ହଜମ ନହେଲେ ବହୁ ସମସ୍ୟା ହେବା ଦ୍ୱାରା ରୋଗ ହୋଇଥାଏ ।
  • ସବୁ ଦିନ ପାଣି ପିଇବା ଦ୍ୱାରା ଟନସିଲ ସମସ୍ୟା ଦେଖାଦେଇଥାଏ । ଏହା ଛଡା ପାଚନ ତନ୍ତ୍ରରେ ଯୋଡି ହୋଇଥିବା ରୋଗ ମଧ୍ୟ ହୋଇପାରିବ ।

ପଢନ୍ତୁ ;

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

Related posts

ରାଶିରୁ ଜାଣନ୍ତୁ ପ୍ରେମରେ ପଡିଲେ ଲୋକମାନେ କିପରି ବ୍ୟବହାର କରିଥାଆନ୍ତି 

ENO Beuro

ଏକାଗ୍ରତା ବଢାଇବା ସହ ମସ୍କିଷ୍କ ଥଣ୍ଡା ରଖିଥାଏ ଚନ୍ଦନ ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ଶରୀରରେ ଉଜ୍ଜଳତା ଏବଂ ଶକ୍ତି ବୃଦ୍ଧି କରିବାକୁ ଚହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ENO Beuro

1 comment

Leave a Comment