LIFESTYLE

ଗୁଡ଼ ମିଶା ଲେମ୍ବୁପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

lemon

ଲେମ୍ବୁପାଣି ପିଇବା ଶରୀର ପାଇଁ ବେସ ଲାଭଦାୟକ। କିନ୍ତୁ ଏହାକୁ ଏକା ସାଙ୍ଗରେ କିମ୍ବା ଗୋଟିଏ ଦିନରେ ୪ରୁ ୫ ଗ୍ଲାସ ପିଇବା ଦ୍ୱାରା ଲାଭଦାୟକ ହୋଇ ନଥାଏ । ତେଣୁ ଏହାକୁ ନେଇ କିଛି ଧ୍ୟାନ ରଖିବା ଆବଶ୍ୟକ । ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟଟାମିନ ସି ରହିଥାଏ । ଯାହାକୁ ଅଧିକ ଖାଇବା ଦ୍ୱାରା ହାର୍ଟ ବର୍ଣ୍ଣ ହୋଇଥାଏ ।କିନ୍ତୁ ଗୁଡ଼ ମିଶା ଲେମ୍ବୁପାଣି ପିଇଲେ ଅନେକ ଫାଇଦା ମିଳିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଗୋଟିଏ ଗ୍ଲାସ୍‌ ଉଷୁମପାଣିରେ ଫାଳେ ଲେମ୍ବୁ ଚିପୁଡ଼ି ଓ ଏକଚାମଚ ଗୁଡ଼ ମିଶାଇ ପିଇଲେ ତାହା ଓଜନ ହ୍ରାସ କରିବାରେ ଖୁବ୍‌ ସହାୟକ ହୋଇଥାଏ।
  • ତ୍ୱଚାରେ ଚମକ ଆଣିବା ଲାଗି ଲେମ୍ବୁପାଣି ଏବଂ ଗୁଡ଼ର ମିଶ୍ରଣ ହୋଇଥାଏ ବିଶେଷ ସହାୟକ । ଏହା ମେଟାବେଲିଜିୟମକୁ ବଢ଼ାଏ।
  • ଏଥିସହ ଏହି ମିଶ୍ରଣ ପିଇଲେ ପାଟିରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇ ନ ଥାଏ। ଏହାଦ୍ୱାରା ମୁଖଦୁର୍ଗନ୍ଧ ମଧ୍ୟ ଦୂର ହୁଏ। ମଧୁମେହ ରୋଗୀମାନଙ୍କ ପାଇଁ ମଧ୍ୟ ଏହି ମିଶ୍ରଣ ମହୋଷଧୀ ଭଳି କାର୍ଯ୍ୟ କରେ
  • ଏହାକୁ ନିୟମିତ ସକାଳେ ଖାଲିପେଟରେ ପିଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା । ଏହାକୁ ସକାଳେ ପିଇଲେ ଶରୀରରେ ପାଣିର ମାତ୍ରା କମ୍‌ ହୋଇ ନ ଥାଏ। ଲେମ୍ବୁରେ ଥିବା ଭିଟାମିନ୍‌-ସି ହାର୍ଟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୁଏ। ଏହା ହାର୍ଟକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

ପଢନ୍ତୁ; ଏଣିକି ଅନଲାଇନରେ ହେବ ଓଟିଇଟି ପରୀକ୍ଷା

Related posts

ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

କର୍କଟ ରୋଗରୁ ରକ୍ଷା ଦେଇଥାଏ ପିଆଜ! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଲାଉ ଜୁସ୍ ର ଉପକାରିତା ବିଷୟରେ

ENO Beuro

Leave a Comment