• Home
  • Featured
  • ସକାଳୁ ସକାଳୁ ଚା ପିଇବାକୁ ପସନ୍ଦ କରୁଛନ୍ତି? ଆସନ୍ତୁ ଜାଣିବା ଏହାର ଫାଇଦା
Featured

ସକାଳୁ ସକାଳୁ ଚା ପିଇବାକୁ ପସନ୍ଦ କରୁଛନ୍ତି? ଆସନ୍ତୁ ଜାଣିବା ଏହାର ଫାଇଦା

ସକାଳୁ ଚା ପିଇବା ଅଭ୍ୟାସ ପ୍ରାୟତଃ ସମସ୍ତଙ୍କର । କିଏ କଳା ଚା ପିଆନ୍ତି ତ କିଏ କ୍ଷୀର ଚା ରେ ଅଭ୍ୟସ୍ତ ।  ଯଦି ଆପଣ ଚା’ ପିଇବାକୁ ପସନ୍ଦ କରୁଛନ୍ତି? ଆସନ୍ତୁ ଜାଣିବା ଏହାର କିଛି ଫାଇଦା ।

୧- ସକାଳୁ ସକାଳୁ ଯଦି ଚା’ପିଇବାର ଅଭ୍ୟାସ ରହିଛି, ତେବେ ଚା’ ପିଇବା ଖାଲି ପେଟରେ ଦେହ ପାଇଁ ଭଲ ନୁହଁ । କିଛି ଖାଇ କିମ୍ବା ପାଣି ପିଇକି ତ ପରେ ଚା ର ମଜା ନିଅନ୍ତୁ ।

୨- ସକାଳୁ ଚା’ ପିଇବା ଦ୍ଵାରା ବହୁ ଏକ୍ଟିଭ ଲାଗେ ଏବୋଂ ଏହାଦ୍ବାରା ତ୍ଵଚା ରେ କୁଞ୍ଚନ ମଧ୍ୟ ବିଳମ୍ବରେ ଆସେ ।  କାମ କରିବାକୁ ଉତ୍ସ୍ତାହ ଆସେ ।ମନକୁ ଦୃଢ କରେ ଓ ଧ୍ୟାନ କୁ ନିୟନ୍ତ୍ରିତ ରଖେ ।

୩- କଳା ଚା’ ପିଇଲେ କ୍ୟାନସର ଓ ହୃଦରୋଗ ଭଳି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

୪- ଯଦି ଦେହରୁ ବେଶି ପରିମାଣରେ ଝାଳ ନିର୍ଗତ ହେଉଥାଏ, ଏବଂ ଝାଳରୁ ଦୁର୍ଗନ୍ଧ ବାହାରୁଥାଏ, ସେଥିପାଇଁ କଳା ଚା’ପିଇବା ବହୁତ ଜରୁରୀ ଅଟେ, ଯାହା ଦେହପାଇଁ ଭଲ କାମ କରିଥାଏ, ଏହା ବ୍ୟାକ୍ଟେରିଆକୁ ଶରୀର ମଧ୍ୟରେ ସ୍ଥାନ ଦେଇ ନଥାଏ ଯ’ଦ୍ୱାରା ଝାଳ ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳି ପାରିଥାଏ ।

୫- କଳା ଚା’ରେ ଆଂଟି ଅକ୍ସିଡାଂଟ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ ଯାହାଦ୍ୱାରା ଶରୀରକୁ ଶୀଘ୍ର ରୋଗ ଆକ୍ରମଣ କରିପାରେ ନାହିଁ ।

ସକାଳୁ ସକାଳୁ ଚା ପିଇବାକୁ ପସନ୍ଦ କରୁଛନ୍ତି? ଆସନ୍ତୁ ଜାଣିବା ଏହାର କିଛି ଫାଇଦା   ସକାଳୁ ସକାଳୁ ଚା ପିଇବାକୁ ପସନ୍ଦ କରୁଛନ୍ତି? ଆସନ୍ତୁ ଜାଣିବା ଏହାର ଫାଇଦା

ଆସନ୍ତୁ ଜାଣିବା ମେଥିର କିଛି ଦରକାରୀ ଓ ଉପକାରୀ ଗୁଣ

Related posts

ବିନା ଲଗଇନରେ କେମିତି କରିବେ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଆସନ୍ତୁ ଜାଣିବା କିଛି ନୂଆ ଉପାୟ

Krishna Kumar Manoj

ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ କହିଲେ ବିରାଟ କୋହଲି

Krishna Kumar Manoj

ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More