Loading...

ଖାଦ୍ୟ ଖାଇବା ବେଳେ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

ଖାଦ୍ୟ ଖାଇବା ବେଳେ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇବାର ଅଭ୍ୟାସ ରଖିଥାନ୍ତି । ମାତ୍ର ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଉପୁଜିଥାଏ ।

ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇବାର ଅଭ୍ୟାସ ରଖିଥାନ୍ତି । ମାତ୍ର ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଉପୁଜିଥାଏ ।

୧) ପ୍ରକୃତରେ ଖାଦ୍ୟ ଖାଇବା ପରେ ଶରୀରରେ ପାଚନ କ୍ରିିୟା ଆରମ୍ଭ ହୋଇଯାଇଥାଏ । ଯେତେବେଳେ ଆପଣ ଖାଦ୍ୟ ସହିତ ପାଣି ପିଇବେ ସେହି ସମୟରେ ଆପଣଙ୍କ ପାଚନ ତନ୍ତ୍ରର ଶକ୍ତି କମଜୋର ହୋଇଯିବ । ଏହାସହିତ ଖାଦ୍ୟ ହଜମ ହେବାରେ ସମସ୍ୟା ଉପୁଚିବ ।

୨) ଚିକିତ୍ସା ବିଜ୍ଞାନ ମୁତାବକ,ପାଚନ ପାଇଁ ପାଚନ କ୍ରିୟାରେ ଯେଉଁ ଅଗ୍ନି ଦାୟୀ ହୋଇଥାଏ, ତାହା ପାଣି ପିଇବା ଦ୍ୱାରା କମଜୋର ହୋଇଯାଇଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

୩) ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇଲେ ବ୍ଲଡ ସୁଗାର ମାତ୍ରା ବଢିଯାଇଥାଏ । ଏହାସହିତ ପେଟକୁ ଯାଉଥିବା ଭୋଜନ ମାତ୍ରାରେ ଚିନି ସ୍ତର ବଢିଯାଇଥାଏ । ଯାହାଫଳରେ ପେଟ ଗ୍ୟାସ୍ ହୋଇଯାଇଥାଏ ଏବଂ ପେଟ ଫୁଲିବାକୁ ଲାଗେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.