EnewsOdia.Com

ଖାଦ୍ୟ ଖାଇବା ବେଳେ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇବାର ଅଭ୍ୟାସ ରଖିଥାନ୍ତି । ମାତ୍ର ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଉପୁଜିଥାଏ ।

୧) ପ୍ରକୃତରେ ଖାଦ୍ୟ ଖାଇବା ପରେ ଶରୀରରେ ପାଚନ କ୍ରିିୟା ଆରମ୍ଭ ହୋଇଯାଇଥାଏ । ଯେତେବେଳେ ଆପଣ ଖାଦ୍ୟ ସହିତ ପାଣି ପିଇବେ ସେହି ସମୟରେ ଆପଣଙ୍କ ପାଚନ ତନ୍ତ୍ରର ଶକ୍ତି କମଜୋର ହୋଇଯିବ । ଏହାସହିତ ଖାଦ୍ୟ ହଜମ ହେବାରେ ସମସ୍ୟା ଉପୁଚିବ ।

୨) ଚିକିତ୍ସା ବିଜ୍ଞାନ ମୁତାବକ,ପାଚନ ପାଇଁ ପାଚନ କ୍ରିୟାରେ ଯେଉଁ ଅଗ୍ନି ଦାୟୀ ହୋଇଥାଏ, ତାହା ପାଣି ପିଇବା ଦ୍ୱାରା କମଜୋର ହୋଇଯାଇଥାଏ । ଯାହାଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

୩) ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇଲେ ବ୍ଲଡ ସୁଗାର ମାତ୍ରା ବଢିଯାଇଥାଏ । ଏହାସହିତ ପେଟକୁ ଯାଉଥିବା ଭୋଜନ ମାତ୍ରାରେ ଚିନି ସ୍ତର ବଢିଯାଇଥାଏ । ଯାହାଫଳରେ ପେଟ ଗ୍ୟାସ୍ ହୋଇଯାଇଥାଏ ଏବଂ ପେଟ ଫୁଲିବାକୁ ଲାଗେ ।

ପଢନ୍ତୁ: ଜାଣନ୍ତୁ ପଇଡ଼ ପାଣି ପିଇଲେ ଶରୀରକୁ କେଉଁ ୬ଟି ଫାଇଦା ମିଳିଥାଏ

ସମ୍ବନ୍ଧିତ ଖବର

ଆପଣ ବି ଅଧିକ ଖଟା ଖାଇବାକୁ ପସନ୍ଦ କରନ୍ତି କି? ହୋଇଯାଆନ୍ତୁ ସାବଧାନ

Ratnamani Maharana

ବାନ୍ତିର ଘରୋଇ ଉପଚାର

Ratnamani Maharana

ଡାଇବେଟିସ୍‌ ନିୟନ୍ତ୍ରଣ କରେ ଛତୁ, ଜାଣନ୍ତୁ କିପରି

Ratnamani Maharana

ଏହି ୩ଟି ରୋଗ ପାଇଁ ରାମବାଣ ଅଟେ ଜାମୁକୋଳି, ଜାଣନ୍ତୁ କ’ଣ

Ratnamani Maharana

ବ୍ରେକ୍ଅପ ପରେ ବି ହୋଇପାରିବ ଜୀବନ ସୁନ୍ଦର

Ratnamani Maharana

ଜାଣନ୍ତୁ କେଉଁ ବାସନ ବ୍ୟବହାର କଲେ କିପରି ଲାଭ ମିଳିଥାଏ

Ratnamani Maharana