LIFESTYLE

ଅଭ୍ୟାସ ବଦଳାନ୍ତୁ, ଜାଣନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ

ଅନେକ ଲୋକଙ୍କର ଖାଦ୍ୟ ଖାଇବା ଭିତରେ ପାଣି ପିଇବା ଅଭ୍ୟାସ ଥାଏ । କିନ୍ତୁ ଏ ଅଭ୍ୟାସ ବିଲକୁଲ ଭଲନୁହେଁ । କାରଣ କୁହାଯାଏ ଯେ ଖାଇବାର ଅଧଘଣ୍ଟା ପୂର୍ବରୁ କିମ୍ବା ପରେ ପାଣି ପିଇବା ଉଚିତ । ଯଦି ଏପରି ଅଭ୍ୟାସ ଅଛି ତେବେ ଅଭ୍ୟାସ ବଦଳାନ୍ତୁ, ଜାଣନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ     ।

  • ଖାଇବା ସମୟରେ ପାଣି ପିଇଲେ ଖାଦ୍ୟ ହଜମ ହୋଇନଥାଏ । ଫଳରେ ପେଟରେ ଯନ୍ତ୍ରଣା, ଗ୍ୟାସ ଏବୋଂ କୋଷ୍ଠକାଠିନ୍ୟ ପରି ସମସ୍ୟା ଉପୁଜିଥାଏ ।
  • ଖାଇବା ସମୟରେ ପାଣି ପିଇଲେ ଶରୀରରେ ହଜମ ପ୍ରକ୍ରିୟା ଧିରେ ହୋଇଥାଏ । ଫଳରେ ଶରୀର ଉପାଦେୟ ତଥା ଦରକାର ମୁତାବକ କ୍ୟାଲୋରି ଖର୍ଚ୍ଚ କରି ନପାରି ଥାଏ ଓଜନ ବଢ଼ାଇଥାଏ । ଓଜନ ବଢିଲେ ଡ଼ାଇବେଟିସ୍‌ର ଆଶଙ୍କା ବଢ଼ିଥାଏ।
  • ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଇବାରେ ଥିବା ପୋଷକ ତତ୍ତ୍ୱ ତଥା ଭିଟାମିନ୍‌ ଶରୀର ପାଇ ପାରିନଥାଏ । ଫଳରେ ଶରୀରରେ ଭିଟାମିନ୍‌ର ସନ୍ତୁଳନରେ ପରିବର୍ତ୍ତନ ତଥା ଅଭାବ ପରିଲକ୍ଷିତ ହୋଇଥାଏ।

ଅଭ୍ୟାସ ବଦଳାନ୍ତୁ, ଜାଣନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ

ପଢନ୍ତୁ, ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Related posts

ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ENO Beuro

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ?

ENO Beuro

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More