Loading...

ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନରୁ ଓହରିଲାନି ସଂଘ

ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନରୁ ଓହରିଲାନି ସଂଘ

ତେଜୁଛି ଡ୍ରାଇଭରଙ୍କ ଆନ୍ଦୋଳନ ।ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି ଡ୍ରାଇଭର ମହାସଂଘ ।

ତେଜୁଛି ଡ୍ରାଇଭରଙ୍କ ଆନ୍ଦୋଳନ ।ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି ଡ୍ରାଇଭର ମହାସଂଘ । ଆନ୍ଦୋଳନ ସମୟରେ ଏକ ଅଡିଓ  ଭାଇରାଲ ହେବା ପରେ ଜୋରଦାର ତେଜିଛି ଆନ୍ଦୋଳନ । ଉକ୍ତ ଅଡିଓରେ ହାତରେ ଠେଙ୍ଗା ନେଇ ଦଙ୍ଗା ସୃଷ୍ଟି କରିବା ଓ ନିଜ ହକ୍ ପାଇଁ ଲଢେଇ କରିବାକୁ ସମସ୍ତେ ଏକାଠି ହେବାକୁ ଅନୁରୋଧ ହୋଇଛି।

 

ସୂଚନାଗତକାଲି ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତାମାନଙ୍କର ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକ ହୋଇଥିଲା। ଏଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଉପସ୍ଥିତ ଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା କୁହାଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିଲା।ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ଏଣୁ  ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ,  ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବାକୁ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ। ଏଥିପାଇଁ ଗୁଳି ଖାଇବାକୁ ପଡ଼ିଲେ ବି ପ୍ରସ୍ତୁତ ହେବା।ଯୋଗ୍ୟ, 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.