ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦ୍ଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଛି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଦୂତି ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଡୋପ୍ ଟେଷ୍ଟରେ ସେ ଧରାପଡ଼ିଛନ୍ତି।
ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦ୍ଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଛି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଦୂତି ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଡୋପ୍ ଟେଷ୍ଟରେ ସେ ଧରାପଡ଼ିଛନ୍ତି। ନାଡା (ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି) ପକ୍ଷରୁ ତାଙ୍କୁ ନିଷିଦ୍ଧ ଔଷଧ ସେବନ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୂତିଙ୍କ ‘ଏ’ ନମୁନା ପଜିଟିଭ୍ ବାହାରିଥିବାରୁ ତାଙ୍କୁ ଏବେ ନିଲମ୍ବିତ କରାଯାଇଛି। ତାଙ୍କୁ ୨ ରୁ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇପାରେ। ଫଳରେ ଦୂତିଙ୍କ କ୍ୟାରିଅର ଶେଷ ହୋଇଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି।
ନାଡା ପକ୍ଷରୁ ଗତ ଡିସେମ୍ବର ୫ ତାରିଖରେ ଭୁବନେଶ୍ବରଠାରୁ ଦୂତିଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଜାତୀୟ ଡୋପ୍ ଟେଷ୍ଟିଂ ଲାବୋରେଟୋରିରେ ପରୀକ୍ଷା ପରେ ସାର୍ମ୍ସ (ସିଲେକ୍ଟିଭ୍ ଆଣ୍ଡ୍ରୋଜେନ୍ ରିସେପ୍ଟର ମଡୁଲେଟର୍ସ) ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା। ସାର୍ମ୍ସ ଏକ ସପ୍ଲିମେଣ୍ଟ ଯାହା ମାଂସପେଶୀ ବୃଦ୍ଧି ଓ ଶକ୍ତିବୃଦ୍ଧିରେ ସହାୟକ ହୋଇଥାଏ। ଏପରିକି ଏହାକୁ ଚର୍ବି ହ୍ରାସ କରି ଷ୍ଟାମିନା ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଦୂତିଙ୍କ ନମୁନାରୁ ସାର୍ମ୍ସ ଅଧୀନରେ ଆସୁଥିବା ଆଣ୍ଡାରିନ୍, ଓଷ୍ଟାରିନ୍, ଲିଗାଣ୍ଡ୍ରୋଲ୍ ଇତ୍ୟାଦି ସେବନ କରିଥିବା ଜଣାପଡ଼ିଥିଲା। ଏସଂପର୍କରେ ନାଡା ପକ୍ଷରୁ ଦୂତିଙ୍କ ନିକଟକୁ ଜାନୁଆରି ୩ ତାରିଖରୁ ଚିଠି ପଠାଯାଇଛି ଏବଂ ୱାଡା ନିୟମ ଅନୁସାରେ ‘ବି’ ନମୁନା ପରୀକ୍ଷା ପାଇଁ ୭ ଦିନ ସମୟ ଦିଆଯାଇଥିଲା। ଏହି ଅବଧି ମଧ୍ୟ ପାର୍ ହୋଇଯାଇଛି। କିନ୍ତୁ ଦୂତି ଏହି ନିଲମ୍ବନ ସଂପର୍କରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।