Loading...

ବାନ୍ଧବୀଙ୍କ ମୁଣ୍ଡରେ ସିନ୍ଦୂର ଦେଲେ ଦୂତୀ; ବାପା ହେବାକୁ ଇଚ୍ଛା

ବାନ୍ଧବୀଙ୍କ ମୁଣ୍ଡରେ ସିନ୍ଦୂର ଦେଲେ ଦୂତୀ; ବାପା ହେବାକୁ ଇଚ୍ଛା

ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ବିବାହକୁ ନେଇ ଦେଇଛନ୍ତି ବଡ଼ ବୟାନ । ବାପା ହେବାକୁ ଇଚ୍ଛା ରଖିଛନ୍ତି ଦୂତୀ ଚାନ୍ଦ !

ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ବିବାହକୁ ନେଇ ଦେଇଛନ୍ତି ବଡ଼ ବୟାନ । ବାପା ହେବାକୁ ଇଚ୍ଛା ରଖିଛନ୍ତି ଦୂତୀ ଚାନ୍ଦ ! ଭବିଷ୍ୟତରେ ସେ ଏନେଇ ଯୋଜନା ରଖିଥିବା ଜଣାପଡ଼ିଛି । ଏକ ଜାତୀୟ ନ୍ୟୁଜ ମାଗାଜିନ୍‌ର କଭର୍‌ ପେଜ୍‌ରେ ଫଟୋ ଓ ନ୍ୟୁଜ ପରେ ଘରୋଇ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୂତୀ ଇଚ୍ଛା ବ୍ୟକ୍ତ କରିଛନ୍ତି । ... 

ଦୂତୀ କହିଛନ୍ତି, ବିବାହ ପରେ ଆମେ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିବୁ। ଯଦି କେବେ ସନ୍ତାନ ଜନ୍ମ କଲୁ, ତାହାହେଲେ ମୁଁ ବାପା ହେବି ଓ ସେ ମାଆ ହେବେ। ଛୁଆକୁ ବାପାର ପରିଚୟ ଦେବି ଓ କର୍ତ୍ତବ୍ୟ କରିବି। ପିଲାର ଲାଳନ ପାଳନ ମଧ୍ୟ କରିବି ବୋଲି ଦୂତୀ କହିଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.